Jump to content

ନିସୋଲଡିପାଇନ

ଉଇକିପିଡ଼ିଆ‌ରୁ
ନିସୋଲଡିପାଇନ
Skeletal formula of nisoldipine
Ball-and-stick model of the nisoldipine molecule
Clinical data
Pronunciationnye sol' di peen[]
Trade namesSular, Baymycard, Syscor, others
AHFS/Drugs.commonograph
MedlinePlusa696009
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability4–8%
    Protein binding>99%
    MetabolismCYP3A4
    Elimination half-life7–12 hours
    Excretion70–80% via urine
    Identifiers
    • (RS)-Isobutyl methyl 2,6-dimethyl-4-(2-nitrophenyl)-1,4-dihydropyridine-3,5-dicarboxylate
    ECHA InfoCard100.058.534 Edit this at Wikidata
    Chemical and physical data
    FormulaC20H24N2O6
    Molar mass388.414
    3D model (JSmol)
    • CC1=C(C(C(=C(N1)C)C(=O)OCC(C)C)c2ccccc2[N+](=O)[O-])C(=O)OC
    • InChI=1S/C20H24N2O6/c1-11(2)10-28-20(24)17-13(4)21-12(3)16(19(23)27-5)18(17)14-8-6-7-9-15(14)22(25)26/h6-9,11,18,21H,10H2,1-5H3
    • Key:VKQFCGNPDRICFG-UHFFFAOYSA-N
      (verify)

    ନିସୋଲଡିପାଇନ (ଇଂରାଜୀ ଭାଷାରେ Nisoldipine), ସୁଲାର ଏହାର ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହାକୁ ଅନ୍ୟ ଔଷଧ ସହିତ କିମ୍ବା ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହୋଇପାରେ । [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା, ଦୃତ ହୃଦ୍‌ଗତି, ଅଇ ଏବଂ ରାସ ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜାଇନା, ନିମ୍ନ ରକ୍ତଚାପ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କରିବା ଭଲ ଭାବରେ ଅଧ୍ୟୟନ କରାଯାଇ ନଥିବାବେଳେ ସଙ୍କଟ କମ ଥାଏ ।[] ଏହା ଡାଇହାଇଡ୍ରୋପାଇରିଡାଇନ ଶ୍ରେଣୀର ଏକ କ୍ୟାଲସିୟମ ଚ୍ୟାନେଲ ବ୍ଲକର୍ (CCB) | [] ଏହା ଧମନୀଗୁଡ଼ିକୁ ସ୍ଫିତ କରି କାର୍ଯ୍ୟକ୍ଷମ ହୁଏ ।[]

    ନିସୋଲଡିପାଇନ ୧୯୭୫ ମସିହାରେ ପେଟେଣ୍ଟ ହୋଇ ୧୯୯୦ରେ ଡାକ୍ତରୀ ବ୍ୟବ‌ହାର ପାଇଁ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ୧୯୯୫ ମସିହାରେ ଅନୁମୋଦିତ ହୋଇଥିଲା ।[] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହାର ବ୍ୟବ‌ହାର ନିମନ୍ତେ ମାସକୁ ୫୪ ଡଲାର ଖର୍ଚ୍ଚ ହୁଏ ।[]

    1. 1 2 3 "Nisoldipine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 13 November 2021. Retrieved 13 November 2021.
    2. 1 2 3 4 5 6 7 "Nisoldipine Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2021. Retrieved 13 November 2021.
    3. "Nisoldipine (Sular) Use During Pregnancy". Drugs.com (in ଇଂରାଜୀ). Archived from the original on 22 September 2021. Retrieved 13 November 2021.
    4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 464. ISBN 9783527607495. Archived from the original on 2021-08-29. Retrieved 2020-12-04.
    5. "Nisoldipine Prices, Coupons & Savings Tips - GoodRx". GoodRx. Retrieved 13 November 2021.