ନାୱାଡ଼ା

ଉଇକିପିଡ଼ିଆ‌ରୁ
(Nawadaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nawada
नवादा
City
Clockwise from top: Prajatantra Dwar, Khoori river bridge (connecting northern and southern parts of the town), Bhagat Singh chowck, Doordarshan kendra, Sadbhawana chowck, Nawada Railway Station
Clockwise from top: Prajatantra Dwar, Khoori river bridge (connecting northern and southern parts of the town), Bhagat Singh chowck, Doordarshan kendra, Sadbhawana chowck, Nawada Railway Station
Country India
StateBihar
RegionMagadha
DistrictNawada
Ward33 wards
Government
 • BodyNawada Municipality
Elevation
80 m (260 ft)
Population
 (2011)[୧]
 • Total୧,୦୯,୧୪୧
Languages
 • OfficialHindi English Urdu
Time zoneUTC+5:30 (IST)
PIN
805110
Telephone code06324
ଯାନବାହାନ ପଞ୍ଚୀକରଣBR-27
Sex ratio1.14 /
Websitenawada.bih.nic.in


ନାୱାଡ଼ା ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ନୱଦ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାୱାଡ଼ା ୨୫.୫୪୫୪ ଉତ୍ତର ଅକ୍ଷାଂଶ ଓ ୮୪.୫୫୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୭ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାୱାଡ଼ା ସହରର ମୋଟ ଜନସଂଖ୍ୟା ୨୫୦୪୫ ଅଟେ ।[୩] ସେଥି ମଧ୍ୟରୁ ୫୧.୫୧% ଜଣ ପରୁଷ ହୋଇଥିବା ବେଳେ ୪୮.୪୯% ଜଣ ନାରୀ ଅଟନ୍ତି । ନାୱାଡ଼ାର ସାକ୍ଷରତା ହାର ୫୦.୫୫% ଅଟେ । ଏହା ଜାତୀୟ ହାରଠାରୁ ୧୪.୨୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୪୮% ପ୍ରତିଶତ ପୁରୁଷ ଓ ୨୦.୦୭% ନାରୀ ଅଟନ୍ତି । ୧୭.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନାୱାଡ଼ାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "View Population". Office of the Registrar General & Census Commissioner, India. Retrieved 26 March 2012.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]