Jump to content

ନବକଳେବର (ଓଡ଼ିଆ ନାଟକ)

ଉଇକିପିଡ଼ିଆ‌ରୁ
(Nabakalebara (Odia play)ରୁ ଲେଉଟି ଆସିଛି)
ନବକଳେବର
ଲେଖକଶଙ୍କର ତ୍ରିପାଠୀ
ଚରିତ୍ରଉଷସୀ ମିଶ୍ର
ପ୍ରଥମ ପରିବେଷଣ ସ୍ଥାନରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ମୂଳ ଭାଷାଓଡ଼ିଆ
ବିଷୟନବକଳେବର
ଶୈଳୀଆଧ୍ୟାତ୍ମିକ

ନବକଳେବର ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ଏହି ନାଟକଟିର ପ୍ରଯୋଜନା କରିଥିଲେ ବିନି ସାମଲ, ଯାହାକି ସାଇଶ୍ରଦ୍ଧା ପ୍ରଡ଼କ୍ସନ ଟ୍ରଷ୍ଟଦ୍ୱାରା ନିର୍ମିତ ହୋଇଥିଲା । ଶଙ୍କର ତ୍ରିପାଠୀ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଧୀର ମଲ୍ଲିକ । ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଷସୀ ମିଶ୍ର ।[]

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି ନାଟକଟିର ସ୍ୱର ସଂଯୋଜନା କରିଥିଲେ ମଳୟ ମିଶ୍ର[]

  1. ୧.୦ ୧.୧ ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.