Jump to content

ମିଡୋଷ୍ଟାଉରିନ

ଉଇକିପିଡ଼ିଆ‌ରୁ
(Midostaurinରୁ ଲେଉଟି ଆସିଛି)
ମିଡୋଷ୍ଟାଉରିନ
Ball-and-stick model of the midostaurin molecule
Clinical data
Trade namesRydapt, Tauritmo, others
SynonymsPKC412, 4'-N-benzoylstaurosporine
AHFS/Drugs.commonograph
Pregnancy
category
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Identifiers
    • (9S,10R,11R,13R)-2,3,10,11,12,13-Hexahydro-10-methoxy-9-methyl-11-(methylamino)-9,13-epoxy-1H,9H-diindolo[1,2,3-gh:3',2',1'-lm]pyrrolo[3,4-j][1,7]benzodiamzonine-1-one
    Chemical and physical data
    FormulaC35H30N4O4
    Molar mass୫୭୦.୬୫ g·mol−1
    3D model (JSmol)
    • C[C@@]12[C@@H]([C@@H](C[C@@H](O1)N3C4=CC=CC=C4C5=C6C(=C7C8=CC=CC=C8N2C7=C53)CNC6=O)N(C)C(=O)C9=CC=CC=C9)OC
    • InChI=1S/C35H30N4O4/c1-35-32(42-3)25(37(2)34(41)19-11-5-4-6-12-19)17-26(43-35)38-23-15-9-7-13-20(23)28-29-22(18-36-33(29)40)27-21-14-8-10-16-24(21)39(35)31(27)30(28)38/h4-16,25-26,32H,17-18H2,1-3H3,(H,36,40)/t25-,26-,32-,35+/m1/s1
    • Key:BMGQWWVMWDBQGC-IIFHNQTCSA-N

    ମିଡୋଷ୍ଟାଉରିନ (ଇଂରାଜୀ ଭାଷାରେ Midostaurin), ରାଇଡାପ୍ଟ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ (ଏଏମଏଲ) ଏବଂ ସିଷ୍ଟମିକ ମାଷ୍ଟୋସାଇଟୋସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏଏମଏଲରେ ବ୍ୟବହୃତ ହୁଏ ଯେଉଁଥିରେ ଏଫଏଲଟି୩ (FLT3) ମ୍ୟୁଟେସନ୍ ଥାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫିବ୍ରାଇଲ ନିଉଟ୍ରୋପେନିଆ, ଚର୍ମ ଛାଡ଼ିଯିବା, ବାନ୍ତି, ମୁଣ୍ଡବିନ୍ଧା ଏବଂ ଚର୍ମରେ ରକ୍ତସ୍ରାବ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ନିମୋନାଇଟିସ, ବନ୍ଧ୍ୟାକରଣ ଏବଂ ଦୀର୍ଘସ୍ଥାୟୀ କ୍ୟୁଟି ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା କେଆଇଟି କାଇନେଜ ଏବଂ ଏଫଏଲଟି୩ (FLT3) ଟାଇରୋସିନ୍ କାଇନେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଡୋଷ୍ଟାଉରିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦ ମିଗ୍ରା ବିଶିଷ୍ଟ ୨୮ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ୫୬୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୯୯୦୦ ଡଲାର ଅଟେ ।[]

    1. 1 2 3 4 5 "Midostaurin Monograph for Professionals". Drugs.com (in ଇଂରାଜୀ). Archived from the original on 12 July 2021. Retrieved 18 November 2021.
    2. 1 2 3 4 "Rydapt". Archived from the original on 14 November 2021. Retrieved 18 November 2021.
    3. BNF 81: March-September 2021. BMJ Group and the Pharmaceutical Press. 2021. p. 1034. ISBN 978-0857114105.
    4. "Rydapt Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 July 2021. Retrieved 18 November 2021.