ମିଡୋଷ୍ଟାଉରିନ

ଉଇକିପିଡ଼ିଆ‌ରୁ
ମିଡୋଷ୍ଟାଉରିନ
Ball-and-stick model of the midostaurin molecule
Clinical data
Trade namesRydapt, Tauritmo, others
SynonymsPKC412, 4'-N-benzoylstaurosporine
AHFS/Drugs.commonograph
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Identifiers
  • (9S,10R,11R,13R)-2,3,10,11,12,13-Hexahydro-10-methoxy-9-methyl-11-(methylamino)-9,13-epoxy-1H,9H-diindolo[1,2,3-gh:3',2',1'-lm]pyrrolo[3,4-j][1,7]benzodiamzonine-1-one
Chemical and physical data
FormulaC35H30N4O4
Molar mass୫୭୦.୬୫ g·mol−1
3D model (JSmol)
  • C[C@@]12[C@@H]([C@@H](C[C@@H](O1)N3C4=CC=CC=C4C5=C6C(=C7C8=CC=CC=C8N2C7=C53)CNC6=O)N(C)C(=O)C9=CC=CC=C9)OC
  • InChI=1S/C35H30N4O4/c1-35-32(42-3)25(37(2)34(41)19-11-5-4-6-12-19)17-26(43-35)38-23-15-9-7-13-20(23)28-29-22(18-36-33(29)40)27-21-14-8-10-16-24(21)39(35)31(27)30(28)38/h4-16,25-26,32H,17-18H2,1-3H3,(H,36,40)/t25-,26-,32-,35+/m1/s1
  • Key:BMGQWWVMWDBQGC-IIFHNQTCSA-N

ମିଡୋଷ୍ଟାଉରିନ (ଇଂରାଜୀ ଭାଷାରେ Midostaurin), ରାଇଡାପ୍ଟ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ (ଏଏମଏଲ) ଏବଂ ସିଷ୍ଟମିକ ମାଷ୍ଟୋସାଇଟୋସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏଏମଏଲରେ ବ୍ୟବହୃତ ହୁଏ ଯେଉଁଥିରେ ଏଫଏଲଟି୩ (FLT3) ମ୍ୟୁଟେସନ୍ ଥାଏ ।[୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫିବ୍ରାଇଲ ନିଉଟ୍ରୋପେନିଆ, ଚର୍ମ ଛାଡ଼ିଯିବା, ବାନ୍ତି, ମୁଣ୍ଡବିନ୍ଧା ଏବଂ ଚର୍ମରେ ରକ୍ତସ୍ରାବ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ନିମୋନାଇଟିସ, ବନ୍ଧ୍ୟାକରଣ ଏବଂ ଦୀର୍ଘସ୍ଥାୟୀ କ୍ୟୁଟି ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା କେଆଇଟି କାଇନେଜ ଏବଂ ଏଫଏଲଟି୩ (FLT3) ଟାଇରୋସିନ୍ କାଇନେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଡୋଷ୍ଟାଉରିନ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦ ମିଗ୍ରା ବିଶିଷ୍ଟ ୨୮ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ୫୬୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୯୯୦୦ ଡଲାର ଅଟେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Midostaurin Monograph for Professionals". Drugs.com (in ଇଂରାଜୀ). Archived from the original on 12 July 2021. Retrieved 18 November 2021.
  2. ୨.୦ ୨.୧ ୨.୨ ୨.୩ "Rydapt". Archived from the original on 14 November 2021. Retrieved 18 November 2021.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 1034. ISBN 978-0857114105.
  4. "Rydapt Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 July 2021. Retrieved 18 November 2021.