Jump to content

ମିଡୋଡ୍ରାଇନ

ଉଇକିପିଡ଼ିଆ‌ରୁ
(Midodrineରୁ ଲେଉଟି ଆସିଛି)
ମିଡୋଡ୍ରାଇନ
Clinical data
Trade namesAmatine, Proamatine, Gutron, others
SynonymsMidodrine hydrochloride, 2-amino-N-[2-(2,5-dimethoxyphenyl)-2-hydroxy-ethyl]-acetamide
AHFS/Drugs.commonograph
MedlinePlusa602023
data
Pregnancy
category
  • AU: C
    Routes of
    administration
    By mouth
    Legal status
    Legal status
    Identifiers
    • (RS)- N-[2-(2,5-Dimethoxyphenyl)-2-hydroxyethyl]glycinamide
    ECHA InfoCard100.151.349 100.050.842, 100.151.349 Edit this at Wikidata
    Chemical and physical data
    FormulaC12H18N2O4
    Molar mass୨୫୪.୨୯ g·mol−1
    3D model (JSmol)
    • O=C(NCC(O)c1cc(OC)ccc1OC)CN
    • InChI=1S/C12H18N2O4/c1-17-8-3-4-11(18-2)9(5-8)10(15)7-14-12(16)6-13/h3-5,10,15H,6-7,13H2,1-2H3,(H,14,16) checkY
    • Key:PTKSEFOSCHHMPD-UHFFFAOYSA-N checkY
      (verify)

    ମିଡୋଡ୍ରାଇନ ହେଉଛି ଏକ ଔଷଧ ଯାହା ଛିଡା ହେବା ସହିତ ହେଉଥିବା ନିମ୍ନ ରକ୍ତଚାପ ଜନିତ ଲକ୍ଷଣମାନଙ୍କ ଉପଶମ ପାଇଁ ବ୍ୟବହୃତ ହୁଏ ।[] [] ଏହାର ଉପକାରୀତାର ପ୍ରମାଣ ୨୦୧୫ ସୁଦ୍ଧା ବିଚାରାଧୀନ ଥିଲା । [] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ। ଗଲୁ, ମୂତ୍ର ଧାରଣ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ ହୋଇପାରେ ।[] ଆଓର୍ଟିକ୍ ଆନିଉରିଜମ, ହୃଦ୍‌ପାତ କିମ୍ବା ପୂର୍ବ ହୃଦ୍‌ଘାତରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା ଏକ α୧- ଚୟନକାରୀ ଆଡ୍ରେନେଜିକ୍ ଆଗୋନିଷ୍ଟ[]

    ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମିଡୋଡ୍ରାଇନ୍ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ୫ ମିଗ୍ରାର ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା £୭୫ ଖର୍ଚ୍ଚ ହୁଏ [] ଯୁକ୍ତରାଷ୍ଟ୍ରରେ ସେତିକି ପରିମାଣର ଔଷଦ ମୂଲ୍ୟ ପ୍ରାୟ ୪୪ ଡଲାର୍ । []

    1. "Proamatine- midodrine hydrochloride tablet". DailyMed. Archived from the original on 15 August 2021. Retrieved 14 August 2021.
    2. 1 2 3 4 5 6 7 "Midodrine Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 18 November 2021.
    3. 1 2 3 4 5 BNF 81: March-September 2021. BMJ Group and the Pharmaceutical Press. 2021. p. 202. ISBN 978-0857114105.
    4. "Midodrine Prices, Coupons & Savings Tips - GoodRx". GoodRx. Archived from the original on 23 October 2016. Retrieved 18 November 2021.