ମିଡୋଡ୍ରାଇନ

ଉଇକିପିଡ଼ିଆ‌ରୁ
ମିଡୋଡ୍ରାଇନ
Clinical data
Trade namesAmatine, Proamatine, Gutron, others
SynonymsMidodrine hydrochloride, 2-amino-N-[2-(2,5-dimethoxyphenyl)-2-hydroxy-ethyl]-acetamide
AHFS/Drugs.commonograph
MedlinePlusa602023
data
Pregnancy
category
  • AU: C
Routes of
administration
By mouth
Legal status
Legal status
Identifiers
  • (RS)- N-[2-(2,5-Dimethoxyphenyl)-2-hydroxyethyl]glycinamide
ECHA InfoCard100.151.349 100.050.842, 100.151.349 Edit this at Wikidata
Chemical and physical data
FormulaC12H18N2O4
Molar mass୨୫୪.୨୯ g·mol−1
3D model (JSmol)
  • O=C(NCC(O)c1cc(OC)ccc1OC)CN
  • InChI=1S/C12H18N2O4/c1-17-8-3-4-11(18-2)9(5-8)10(15)7-14-12(16)6-13/h3-5,10,15H,6-7,13H2,1-2H3,(H,14,16) checkY
  • Key:PTKSEFOSCHHMPD-UHFFFAOYSA-N checkY
  (verify)

ମିଡୋଡ୍ରାଇନ ହେଉଛି ଏକ ଔଷଧ ଯାହା ଛିଡା ହେବା ସହିତ ହେଉଥିବା ନିମ୍ନ ରକ୍ତଚାପ ଜନିତ ଲକ୍ଷଣମାନଙ୍କ ଉପଶମ ପାଇଁ ବ୍ୟବହୃତ ହୁଏ ।[୨] [୩] ଏହାର ଉପକାରୀତାର ପ୍ରମାଣ ୨୦୧୫ ସୁଦ୍ଧା ବିଚାରାଧୀନ ଥିଲା । [୨] ଏହା ପାଟିରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ। ଗଲୁ, ମୂତ୍ର ଧାରଣ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ ହୋଇପାରେ ।[୨] ଆଓର୍ଟିକ୍ ଆନିଉରିଜମ, ହୃଦ୍‌ପାତ କିମ୍ବା ପୂର୍ବ ହୃଦ୍‌ଘାତରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୩] ଏହା ଏକ α୧- ଚୟନକାରୀ ଆଡ୍ରେନେଜିକ୍ ଆଗୋନିଷ୍ଟ[୨]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମିଡୋଡ୍ରାଇନ୍ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୩] ଯୁକ୍ତରାଜ୍ୟରେ ୫ ମିଗ୍ରାର ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା £୭୫ ଖର୍ଚ୍ଚ ହୁଏ [୩] ଯୁକ୍ତରାଷ୍ଟ୍ରରେ ସେତିକି ପରିମାଣର ଔଷଦ ମୂଲ୍ୟ ପ୍ରାୟ ୪୪ ଡଲାର୍ । [୪]

ଆଧାର[ସମ୍ପାଦନା]

  1. "Proamatine- midodrine hydrochloride tablet". DailyMed. Archived from the original on 15 August 2021. Retrieved 14 August 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Midodrine Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 18 November 2021.
  3. ୩.୦ ୩.୧ ୩.୨ ୩.୩ ୩.୪ BNF 81: March-September 2021. BMJ Group and the Pharmaceutical Press. 2021. p. 202. ISBN 978-0857114105.
  4. "Midodrine Prices, Coupons & Savings Tips - GoodRx". GoodRx. Archived from the original on 23 October 2016. Retrieved 18 November 2021.