ମନୋଜ ଦାସଙ୍କ କଥା ଓ କାହାଣୀ
ଦେଖଣା
(Manoj Dasanka katha o kahaniରୁ ଲେଉଟି ଆସିଛି)
ମନୋଜ ଦାସଙ୍କ କଥା ଓ କାହାଣୀ | |
---|---|
ଲେଖକ | ମନୋଜ ଦାସ |
ମଲାଟ ଚିତ୍ରକର | ଅସିତ୍ ମୁଖାର୍ଜୀ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଗଳ୍ପ ସଙ୍କଳନ |
ପ୍ରକାଶକ | ଫ୍ରେଣ୍ଡସ୍ ପବ୍ଲିଶର୍ସ୍, ବିନୋଦ ବିହାରୀ, କଟକ[୧] |
ପ୍ରକାଶ ତାରିଖ | ୧୯୭୧, ୧୯୭୬, ୧୯୮୧, ୧୯୮୪, ୧୯୯୧, ୧୯୯୬, ୨୦୦୦, ୨୦୦୩, ୨୦୦୯ |
ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
ପୃଷ୍ଠା | ୩୪୩ |
ISBN | ୮୧-୭୪୦୧-୧୧୧-୦ |
ମନୋଜ ଦାସଙ୍କ କଥା ଓ କାହାଣୀ ମନୋଜ ଦାସଙ୍କ ରଚିତ ଏକ ଗପ ସଙ୍କଳନ ।[୨] କଥାକାର ମନୋଜ ଦାସଙ୍କୁ ଏଥି ପାଇଁ ୧୯୭୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩] ପୁସ୍ତକଟି ଅନ୍ୟ ଭାରତୀୟ ଭାଷା[୪] ଏବଂ ଇଂରାଜୀକୁ[୫] ମଧ୍ୟ ଅନୁବାଦିତ ହୋଇଛି ।
ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକ
[ସମ୍ପାଦନା]- ଅପହୃତ ଟୋପିର ରହସ୍ୟ
- ବିହଙ୍ଗ
- ପ୍ରତ୍ୟାବର୍ତନ
- ଏକ ଚୋରିର ବୃତାନ୍ତ
- ବିଲେଇ
- ଲାଜକୁଳି ଲତା
- ଅନ୍ତରଙ୍ଗ ଦାନବ
- ସଉକ
- ଦୂର ନିର୍ଜନ ସୁର
- କୂଅ
- ଝଡର ଗତି ପଥେ
- ଅତିକ୍ରାନ୍ତ
- ସାତଜଣ ପ୍ରବୀଣ : ରାତ୍ରି ଓ ପ୍ରଭାତ
- ତରୁଣଗିରିର ତପସ୍ୱୀ ଓ ସାତଜଣ ପ୍ରବୀଣ
- ସେମାଙ୍କ ସମ୍ପର୍କରେ ଶେଷ ଖବର
- ନିଜନ ପୁରରେ କେତୋଟି ସନ୍ଧ୍ୟା
- ରାୟସିଂହର ଡାଏରୀ
- ସଂଗୋପନ କାହାଣୀ
- ଉପଗ୍ରହ
- ଭୁତକୋଠିରେ ଏକ ରାତି
- ହୃଦୟ ପରିବର୍ତ୍ତନ ସଂକ୍ରାନ୍ତିୟ ଏକ କାହାଣୀ
- ବିଷ କନ୍ୟାର କାହାଣୀ
- ଯାଯାବର ପୁତ୍ରର କାହାଣୀ
- ରାୟବାହାଦୂରଙ୍କ ନିଶ
- ଚୁପ୍ -ସଇତାନ
- ନାଗଲୋକ ପ୍ରତ୍ୟାଗତ
- ଜାଅଁଳା ଘାଇରକୁର୍ମ
- ତୃତୀୟ ପୁରୁଷ
- ମନୁଷ୍ୟ-ମର୍କଟ ସମ୍ବାଦ
- ବାବୁଲପୁରର ଷଣ୍ଢ
- ଅନେକ ଫୁଲ ଅନେକ
- ସୀତାପାଇଁ ବର
- ଲୁଲୁର୍ଭା ପର୍ବତରେ ଏକ ଦ୍ୱିପହର
- ଅବଶିଷ୍ଟ ପୃଥିବୀ
- ଚଳନ୍ତା କାହାଣୀ
- ଅଦୃଷ୍ଟ ମୁହୂର୍ତ୍ତ
- ଶଶକର ମନସ୍ତ୍ୱତ
- ବାଘ
- ସମୁଦ୍ରର କ୍ଷୁଧା
- ଆବିଷ୍କାର
- ପ୍ରତ୍ୟାଗତର କାହାଣୀ
- ସୂର୍ଯ୍ୟାସ୍ତର ରଙ୍ଗ
- ବନ୍ୟା
- କନ୍ୟା
- ନିଶାର୍ଦ୍ଧ
- ମହମବ ତୀ
- କୁତୁରୀ ନାନୀ
- ବିୟୋଗାନ୍ତକ
- ତିନୋଟି ମହାର୍ଘ ଭୋଟ୍
- ରବିବାସରୀୟ ସଙ୍ଗୀତ
- ଅନେକ ସ୍ମିତ ହସ
- ଆରଣ୍ୟକ
- ଶେଷ ବସନ୍ତର ଚିଠି
- ଜ ହ୍ନରାତିର ଗଳ୍ପ
ଆଧାର
[ସମ୍ପାଦନା]- ↑ P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
- ↑ National Book Trust (1997). Masterpieces of Indian literature. National Book Trust. ISBN 978-81-237-1978-8.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ Manoj Das (1 January 1999). Manoj Dasak Katha O Kahini. Sahitya Akademi Publications. ISBN 978-81-260-0504-8.
- ↑ D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 27–. ISBN 978-81-260-2060-7.