ମନ୍ମଥ ନାଥ ଦାସ
ଦେଖଣା
(Manmath Nath Dasରୁ ଲେଉଟି ଆସିଛି)
ମନ୍ମଥ ନାଥ ଦାସ | |
|---|---|
ମନ୍ମଥ-ମନୋଜ ସ୍ମାରକୀରେ ମନ୍ମଥ ନାଥ ଦାସଙ୍କ ପ୍ରତିମୂର୍ତ୍ତୀ | |
| ଜନ୍ମ | ୫ ଜାନୁଆରୀ ୧୯୨୬ |
| ମୃତ୍ୟୁ | ୧୮ ଜୁଲାଇ ୨୦୦୯ (ବୟସ ୮୩) |
| ଜାତୀୟତା | ଭାରତୀୟ |
| ଶିକ୍ଷା | ସ୍ନାତକୋତ୍ତର |
| ପ୍ରସିଦ୍ଧି | ଶିକ୍ଷାବିତ ଓ ଐତିହାସିକ |
| ସମ୍ପର୍କୀୟ | ମନୋଜ ଦାସ (ସାନ ଭାଇ) |
ମନ୍ମଥ ନାଥ ଦାସ(୫ ଜାନୁଆରୀ ୧୯୨୬- ୧୮ ଜୁଲାଇ ୨୦୦୯)[୧] -୨୦୦୯) ଓଡ଼ିଶାର ଜଣେ ଶିକ୍ଷାବିତ ଓ ଐତିହାସିକ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ (୧୯୮୩-୧୯୮୫)[୨] ତଥା ଓଡ଼ିଶାରୁ ରାଜ୍ୟ ସଭାର ସଦସ୍ୟ (୧୯୯୮-୨୦୦୪) ମଧ୍ୟ ହୋଇଥିଲେ [୩] ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ହେ ବିଧାତା ହେ ବସୁଧା
- ଅନୁରାଗ
- ଅସ୍ପଷ୍ଟ ଆଖ୍ୟାନ
ଆତ୍ମଚରିତ
[ସମ୍ପାଦନା]- ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ
ଆଧାର
[ସମ୍ପାଦନା]- ↑ ଦାସ, ମନ୍ମଥ ନାଥ (2011). "୧- ଜନ୍ମସ୍ଥାନ". ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ (ଦ୍ୱିତୀୟ ସଂସ୍କରଣ ed.). କଟକ: ବିଦ୍ୟାପୁରୀ. p. ୧.
- ↑ "Eminent Historian Prof. Dr. Manmath Nath Das passes away - See more at: orissadiary.com/CurrentNews.asp?id=13458#sthash.sMGDRi1q.dpuf". ୧୮-୦୭-୨୦୦୯. Archived from the original on 9 October 2013. Retrieved 25 December 2016.
{{cite news}}: Check date values in:|date=(help) - ↑ "List of Rajya Sabha members from Odisha". ଉଇକିପିଡ଼ିଆ. Retrieved 11 December 2016.