ମହୀଧର ରଣା
(Mahidhar Ranaରୁ ଲେଉଟି ଆସିଛି)
ମହୀଧର ରଣା | |
---|---|
![]() | |
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ଭଗବାନ କହଁର |
ନିର୍ବାଚନ ମଣ୍ଡଳୀ | କଣ୍ଟାମାଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ଅପ୍ରେଲ ୧୯୬୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଅଇଁଲା ରଣା |
ବାପା/ବୋଉ | ଗର୍ଜନ ରଣା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମହୀଧର ରଣା (ଜନ୍ମ: ୫ ଅପ୍ରେଲ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ମହୀଧର ରଣା ୧୯୬୯ ମସିହାର ଅପ୍ରେଲ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗର୍ଜନ ରଣା ଓ ପତ୍ନୀଙ୍କ ନାମ ଅଇଁଲା ରଣା ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ମହୀଧର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Shri Mahidhar Rana". odishaassembly.nic.in. Odisha Assembly. Retrieved 14 April 2021.
ବାହାର ଆଧାର[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Mahidhar Rana-ସମ୍ପର୍କିତ ମିଡ଼ିଆ