ମହମ୍ମଦ ଇଉସୁଫ
ଦେଖଣା
(Mahammed Yusufରୁ ଲେଉଟି ଆସିଛି)
ମହମ୍ମଦ ଇଉସୁଫ | |
---|---|
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | କଟକ ସଦର (ମୁସଲମାନ) |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ବ୍ରିଟିଶ ଭାରତ ଭାରତୀୟ ଅଧିରାଜ୍ୟ ଭାରତୀୟ |
ରାଜନୀତିକ ଦଳ | ମୁସଲିମ୍ ଲିଗ୍ |
ବୃତ୍ତି | ରାଜନୀତିଜ୍ଞ |
ମହମ୍ମଦ ଇଉସୁଫ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର (ମୁସଲମାନ) ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ରାଜନୈତିକ ଜୀବନ
[ସମ୍ପାଦନା]ମହମ୍ମଦ ଇଉସୁଫ ମୁସଲିମ୍ ଲିଗ୍ର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Mahammed Yusuf". odishaassembly.nic.in. Odisha Assembly. Retrieved 8 January 2024.
- ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୭. ISBN 978-81-89436-54-4. Retrieved 8 January 2024.
{{cite book}}
: CS1 maint: unrecognized language (link)