ମାଛକାନ୍ଦଣା ଜଳପ୍ରପାତ
ଦେଖଣା
(Machhakandana Waterfallରୁ ଲେଉଟି ଆସିଛି)
ଅବସ୍ଥାନ | ମୟୂରଭଞ୍ଜ ଜିଲ୍ଲା, ଓଡ଼ିଶା, ଭାରତ |
---|---|
ଉଚ୍ଚତା | 250 feet (76 m) |
ଖାଲମାନଙ୍କ ସଂଖ୍ୟା | ୩ |
ମାଛକାନ୍ଦଣା ଜଳପ୍ରପାତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରାକୃତିକ ଜଳପ୍ରପାତ ଏବଂ ପର୍ଯ୍ୟଟନ ସ୍ଥାନ ।[୧] ଏହି ତିନିଗୋଟି ଝରଣାର ସମ୍ମିଶ୍ରଣରେ ଏହି ଜଳପ୍ରପାତଟି ସୃଷ୍ଟି ହୋଇଛି, ଯାହାକି ଶିମିଳିପାଳ ଜାତୀୟ ଉଦ୍ୟାନରେ ଅବସ୍ଥିତି ।[୨][୩]
ଅବସ୍ଥିତି
[ସମ୍ପାଦନା]ଏହି ଜଳପ୍ରପାତଟି ଜିଲ୍ଲା ସଦରମହକୁମା ବାରିପଦାଠାରୁ ୩୦ କି.ମି. ଦୂରରେ ଅବସ୍ଥିତ । ଜଳପ୍ରପାତ ନିକଟକୁ ଯିବାକୁ ପ୍ରଥମେ ଲୁଲୁଙ୍ଗ ପର୍ଯ୍ୟନ୍ତ ଯାନବାହନ ଯିବାଆସିବା ପାଇଁ ରାସ୍ତା ଅଛି ଏବଂ ସେଠାରେ ଥିବା ଓଟିଡିସି ବଙ୍ଗଳାଠାରୁ ପାହାଡ଼ ଉପରେ ୮ କିଲୋମିଟର ଚାଲିଚାଲି ଯିବାକୁ ପଡ଼ିଥାଏ ।[୨] ଏହି ଜଳପ୍ରପାତଟି ଉଦଳାଠାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ।[୪]
ବର୍ଣ୍ଣନ
[ସମ୍ପାଦନା]ଏହି ଜଳପ୍ରପାତର ଉଚ୍ଚତା ପ୍ରାୟ ୨ଶହ ୫୦ରୁ ୩ଶହ ଫୁଟ ହେବ । ପାଣି ପଡ଼ୁଥିବା ସ୍ଥାନରେ ସ୍ୱତନ୍ତ୍ର ଭାବେ ଏକ ଜଳକୁଣ୍ଡ ରହିଛି । ପୂର୍ବରୁ ମାଛମାନେ ଏହି ଜଳପ୍ରପାତର ନିମ୍ନସ୍ଥାନକୁ ଆସିପାରୁ ନ ଥିବାରୁ ଗୁମୁରି ଗୁମରି କାନ୍ଦୁଥିବା ଲୋକକଥା ରହିଛି, ତେଣୁ ଏହା ଲୋକମୁଖରେ ମାଛକାନ୍ଦଣା ନାମରେ ପରିଚିତ ।[୫]
ଆଧାର
[ସମ୍ପାଦନା]- ↑ ପାଣି, ମାନସ (29 December 2020). "ପର୍ଯ୍ୟଟକଙ୍କ ମନମେ।ହୁଛି ମାଛକାନ୍ଦଣା ଜଳପ୍ରପାତ". ଓଟିଭି ଖବର (in Odia). ଉଦଳା. Archived from the original on 11 December 2022. Retrieved 11 December 2022.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ ଦାସ, ସବ୍ୟସାଚୀ (3 November 2011). "ମାଛ କାନ୍ଦଣା ଜଳପ୍ରପାତ". ଧରିତ୍ରୀ. p. ୩. Archived from the original on 13 May 2021. Retrieved 13 May 2021.
- ↑ "Machhakandana waterfall a tourist's paradise". Odisha News, Odisha Latest news, Odisha Daily - OrissaPOST (in English). Udala. 12 December 2015. Archived from the original on 11 December 2022. Retrieved 11 December 2022.
{{cite news}}
: CS1 maint: unrecognized language (link) - ↑ "ମାଛକାନ୍ଦଣା ଝରକୁ କେବେ ଯାଇଛନ୍ତି?". ଓଡ଼ିଶା ଲାଇଭ୍. 14 June 2017. Archived from the original on 11 December 2022. Retrieved 11 December 2022.
- ↑ "ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ". ଧରିତ୍ରୀ. କପ୍ତିପଦା. 30 December 2019. Archived from the original on 11 December 2022. Retrieved 11 December 2022.