Jump to content

ଲକେଟ ଚାଟାର୍ଜୀ

ଉଇକିପିଡ଼ିଆ‌ରୁ
(Locket Chatterjeeରୁ ଲେଉଟି ଆସିଛି)
ଲକେଟ ଚାଟାର୍ଜୀ
୨୦୧୯ ମସିହାରେ ଚାଟାର୍ଜୀ
ସାଂସଦ: ୧୭ଶ ଲୋକ ସଭା
କାର୍ଯ୍ୟକାଳ
୨୩ ମଇ ୨୦୧୯ – ୪ ଜୁନ ୨୦୨୪
ପୂର୍ବ ଅଧିକାରୀରତ୍ନା ଦେ
ପର ଅଧିକାରୀରଚନା ବାନାର୍ଜୀ
ନିର୍ବାଚନ ମଣ୍ଡଳୀହୁଗୁଳି
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଚଲେଟ ଚାଟାର୍ଜୀ

(1974-12-04) ୪ ଡିସେମ୍ବର ୧୯୭୪ (ବୟସ ୫୦)[]
ଦକ୍ଷିଣେଶ୍ୱର, ପଶ୍ଚିମ ବଙ୍ଗ, ଭାରତ
ଜାତୀୟତାଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (୨୦୧୫–ଏବେଯାଏଁ)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (୨୦୧୫ ପର୍ଯ୍ୟନ୍ତ)
ଜୀବନ ସାଥୀପ୍ରସନଜିତ ଭଟ୍ଟାଚାର୍ଯ୍ୟ
ଘରନରେନ୍ଦ୍ରପୁର, ପଶ୍ଚିମ ବଙ୍ଗ, ଭାରତ
ଶିକ୍ଷାନୁଷ୍ଠାନଯୋଗମାୟା ଦେବୀ କଲେଜ, କଲିକତା ବିଶ୍ୱବିଦ୍ୟାଳୟ (କଳାରେ ସ୍ନାତକ)
ବୃତ୍ତି
  • ଅଭିନେତ୍ରୀ
  • ନର୍ତ୍ତକୀୟ
  • ରାଜନେତା
ପୁରସ୍କାରକଳାକାର ପୁରସ୍କାର
ସନ୍ତକ

ଲକେଟ ଚାଟାର୍ଜୀ (ଜନ୍ମ: ୪ ଡିସେମ୍ବର ୧୯୭୪) ଜଣେ ଭାରତୀୟ ଅଭିନେତ୍ରୀ ଓ ରାଜନେତା । ସେ ହୁଗୁଳି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ । ସେ ଭରତନାଟ୍ୟମ, କଥକଳୀ, ମଣିପୁରୀ ଓ କ୍ରିଏଟିଭ୍ ଆଦି ଶାସ୍ତ୍ରୀୟ ନୃତ୍ୟର ପ୍ରଶିକ୍ଷଣ ନେଇଛନ୍ତି ।[] ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ପାଇଁ ମଧ୍ୟ ଜଣାଶୁଣା । ସେ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ତାଙ୍କ ବାପା ଓ ଜେଜେବାପା ଦକ୍ଷିଣେଶ୍ୱର କାଳୀ ମନ୍ଦିରର ଜଣେ ପୂଜକ ଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ସେ ମମତା ଶଙ୍କର ବେଲେଟ୍ ଟ୍ରୁପ୍‌ ସହିତ ନୃତ୍ୟ ପାଇଁ ବିଦେଶ ଯାଇଥିଲେ ।[] ଦକ୍ଷିଣେଶ୍ୱର ଅଞ୍ଚଳରେ ତାଙ୍କର ପିଲାଦିନ କଟିଥିଲା ।[] କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜୋଗମାୟା ଦେବୀ କଲେଜରେ ସେ ପାଠ ପଢ଼ିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ସନ୍ୟାସୀ ଦେଶନାୟକ (୨୦୨୦)
  • କ୍ରୀତି ରାୟ (୨୦୧୬)
  • ଗୋଗୋଲେର କ୍ରୀତି (୨୦୧୪)
  • ଅଭିଶପ୍ତ ନାଇଟି (୨୦୧୪)
  • କାପୁରୁଷ ମହାପୁରୁଷ (୨୦୧୩)
  • ଓଃ ହେନରୀ! (୨୦୧୩)
  • ଚୋରା ବାଲି(୨୦୧୨)
  • ଜୀବନେର ରଙ୍ଗ (୨୦୧୨)
  • କାୟେକ୍ତା ମାୟେର ଗଳ୍ପୋ (୨୦୧୨)[]
  • ଲେ ହାଲୁଆ ଲେ (୨୦୧୨)
  • ଗୋରାୟ ଗଣ୍ଡଗୋଳ (୨୦୧୨)
  • ଖୋକାବାବୁ (୨୦୧୨)
  • ଷ୍ଟ୍ରିଟ୍‌ଲାଇଟ୍ (୨୦୧୧)[]
  • ବାଏ ବାଏ ବାଙ୍ଗକକ୍ (୨୦୧୧)
  • ହେଲୋ ମେମ୍‌ସାହେବ (୨୦୧୧)
  • ଫାଇଟର୍ (୨୦୧୧)
  • ଚାନ୍ଦେର ବାରି (୨୦୦୭)
  • ମିନିଷ୍ଟର୍ ଫଟାକେଷ୍ଟୋ (୨୦୦୫)
  • ଅଭିମନ୍ୟୁ (୨୦୦୬)
  • କ୍ରାନ୍ତି (୨୦୦୬)
  • ଦେବୀ (୨୦୦୫)
  • ଶୁଭଦୃଷ୍ଟି (୨୦୦୫)
  • ତ୍ୟାଗ (୨୦୦୪)
  • ବାଦଶାହା ଦି କିଙ୍ଗ୍ (୨୦୦୪)
  • ଅଗ୍ନି (୨୦୦୪)
  • ପରିବାର (୨୦୦୪)
  • ମାୟେର ଅଞ୍ଚଲ (୨୦୦୩)
  • ଏକ୍‌ଟୁ ଛୋଅ (୨୦୦୨)

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ମାଆ ମାନଶା (ଇଟିଭି ବାଂଲା)[]
  • ଭଲୋବାଶା ଥେକେ ଜାୟେ (ଇଟିଭି ବାଂଲା)[]
  • ବେହୁଲା (ଷ୍ଟାର୍ ଜଲ୍‌ସା)
  • ଦୁର୍ଗେଶନନ୍ଦିନୀ[୧୦]

ପୁରସ୍କାର

[ସମ୍ପାଦନା]
  • କଳାକାର ପୁରସ୍କାର[୧୧]

ରାଜନୈତିକ ଜୀବନ

[ସମ୍ପାଦନା]

ସେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ସହିତ ରାଜନୀତିରେ ଯୋଗ ଦେଇଥିଲେ ।[୧୨] ୨୦୧୫ ମସିହାରେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧୩] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ, ସେ ହୁଗୁଳି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧୪] ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ଅଭିନେତ୍ରୀ ରଚନା ବାନାର୍ଜୀଙ୍କଠାରୁ ଏହି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଥିଲେ ।[୧୫][୧୬]

  1. "Members : Lok Sabha". loksabhaph.nic.in. Retrieved 31 October 2019.
  2. "Locket Chatterjee biography". itimes. Archived from the original on 27 January 2013. Retrieved 20 May 2012.
  3. PTI. "Locket Chatterjee replaces Roopa Ganguly as WB BJP Mahila Morcha president". The Economic Times. Archived from the original on 26 September 2017. Retrieved 26 September 2017.
  4. "At 16, I got married: Locket". The Times of India. 21 February 2011. Archived from the original on 5 October 2013. Retrieved 20 May 2012.
  5. ୫.୦ ୫.୧ "Birthday Girl". Telegraph Kolkata. Calcutta, India. 25 November 2008. Archived from the original on 4 October 2013. Retrieved 20 May 2012.
  6. "History of the College - Jogamaya Devi College, Kolkata, INDIA". jogamayadevicollege.org. Archived from the original on 3 April 2019. Retrieved 7 September 2012.
  7. "I will never attempt a ____: Subrata Sen". The Times of India. 18 May 2012. Archived from the original on 4 October 2013. Retrieved 24 May 2012.
  8. "'I'm totally inhibition-free'". The Telegraph. Calcutta, India. 10 March 2011. Archived from the original on 31 August 2011. Retrieved 24 May 2012.
  9. "Real to reel". 1 March 2020. Archived from the original on 1 March 2020. Retrieved 21 April 2022.
  10. Nag, Kushali (20 October 2010). "She's on a roll". The Daily Telegraph. Calcutta, India. Archived from the original on 5 October 2013. Retrieved 20 May 2012.
  11. "Kalakar award winners" (PDF). Kalakar website. Archived from the original (PDF) on 25 April 2012. Retrieved 16 October 2012.
  12. "Bengali actor Locket Chatterjee joins BJP". The Economic Times. PTI. 5 February 2015. Retrieved 14 March 2024. "When I joined TMC I had said I want to work. Now I am quitting it as I feel suffocated there and can't work," Chatterjee said after joining the party in the presence of BJP state president Rahul Sinha
  13. "'Suffocated' Locket Chatterjee quits Trinamool, joins BJP". The Indian Express. 6 February 2015. Retrieved 14 March 2024.
  14. "West Bengal: BJP's Locket Chatterjee leads from Hooghly, Mamata's anti-land acquisition launch pad". The Times of India. 23 May 2019.
  15. "General Election to Parliamentary Constituencies: Trends & Results June-2024 Parliamentary Constituency 28 - Hooghly (West Bengal)". Election Commission of India. Retrieved 5 June 2024.
  16. "Rachana Banerjee wins the Hooghly seat in Lok Sabha elections 2024; Defeats Locket Chatterjee". The Times of India. 4 June 2024. ISSN 0971-8257. Retrieved 5 June 2024.

ବାହାର ଲିଙ୍କ୍

[ସମ୍ପାଦନା]