ଲକେଟ ଚାଟାର୍ଜୀ
ଲକେଟ ଚାଟାର୍ଜୀ | |
---|---|
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୩ ମଇ ୨୦୧୯ – ୪ ଜୁନ ୨୦୨୪ | |
ପୂର୍ବ ଅଧିକାରୀ | ରତ୍ନା ଦେ |
ପର ଅଧିକାରୀ | ରଚନା ବାନାର୍ଜୀ |
ନିର୍ବାଚନ ମଣ୍ଡଳୀ | ହୁଗୁଳି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଚଲେଟ ଚାଟାର୍ଜୀ ୪ ଡିସେମ୍ବର ୧୯୭୪[୧] ଦକ୍ଷିଣେଶ୍ୱର, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି (୨୦୧୫–ଏବେଯାଏଁ) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (୨୦୧୫ ପର୍ଯ୍ୟନ୍ତ) |
ଜୀବନ ସାଥୀ | ପ୍ରସନଜିତ ଭଟ୍ଟାଚାର୍ଯ୍ୟ |
ଘର | ନରେନ୍ଦ୍ରପୁର, ପଶ୍ଚିମ ବଙ୍ଗ, ଭାରତ |
ଶିକ୍ଷାନୁଷ୍ଠାନ | ଯୋଗମାୟା ଦେବୀ କଲେଜ, କଲିକତା ବିଶ୍ୱବିଦ୍ୟାଳୟ (କଳାରେ ସ୍ନାତକ) |
ବୃତ୍ତି |
|
ପୁରସ୍କାର | କଳାକାର ପୁରସ୍କାର |
ସନ୍ତକ |
ଲକେଟ ଚାଟାର୍ଜୀ (ଜନ୍ମ: ୪ ଡିସେମ୍ବର ୧୯୭୪) ଜଣେ ଭାରତୀୟ ଅଭିନେତ୍ରୀ ଓ ରାଜନେତା । ସେ ହୁଗୁଳି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ । ସେ ଭରତନାଟ୍ୟମ, କଥକଳୀ, ମଣିପୁରୀ ଓ କ୍ରିଏଟିଭ୍ ଆଦି ଶାସ୍ତ୍ରୀୟ ନୃତ୍ୟର ପ୍ରଶିକ୍ଷଣ ନେଇଛନ୍ତି ।[୨] ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ପାଇଁ ମଧ୍ୟ ଜଣାଶୁଣା । ସେ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ତାଙ୍କ ବାପା ଓ ଜେଜେବାପା ଦକ୍ଷିଣେଶ୍ୱର କାଳୀ ମନ୍ଦିରର ଜଣେ ପୂଜକ ଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ସେ ମମତା ଶଙ୍କର ବେଲେଟ୍ ଟ୍ରୁପ୍ ସହିତ ନୃତ୍ୟ ପାଇଁ ବିଦେଶ ଯାଇଥିଲେ ।[୪] ଦକ୍ଷିଣେଶ୍ୱର ଅଞ୍ଚଳରେ ତାଙ୍କର ପିଲାଦିନ କଟିଥିଲା ।[୫] କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜୋଗମାୟା ଦେବୀ କଲେଜରେ ସେ ପାଠ ପଢ଼ିଥିଲେ ।[୬]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]- ସନ୍ୟାସୀ ଦେଶନାୟକ (୨୦୨୦)
- କ୍ରୀତି ରାୟ (୨୦୧୬)
- ଗୋଗୋଲେର କ୍ରୀତି (୨୦୧୪)
- ଅଭିଶପ୍ତ ନାଇଟି (୨୦୧୪)
- କାପୁରୁଷ ମହାପୁରୁଷ (୨୦୧୩)
- ଓଃ ହେନରୀ! (୨୦୧୩)
- ଚୋରା ବାଲି(୨୦୧୨)
- ଜୀବନେର ରଙ୍ଗ (୨୦୧୨)
- କାୟେକ୍ତା ମାୟେର ଗଳ୍ପୋ (୨୦୧୨)[୭]
- ଲେ ହାଲୁଆ ଲେ (୨୦୧୨)
- ଗୋରାୟ ଗଣ୍ଡଗୋଳ (୨୦୧୨)
- ଖୋକାବାବୁ (୨୦୧୨)
- ଷ୍ଟ୍ରିଟ୍ଲାଇଟ୍ (୨୦୧୧)[୮]
- ବାଏ ବାଏ ବାଙ୍ଗକକ୍ (୨୦୧୧)
- ହେଲୋ ମେମ୍ସାହେବ (୨୦୧୧)
- ଫାଇଟର୍ (୨୦୧୧)
- ଚାନ୍ଦେର ବାରି (୨୦୦୭)
- ମିନିଷ୍ଟର୍ ଫଟାକେଷ୍ଟୋ (୨୦୦୫)
- ଅଭିମନ୍ୟୁ (୨୦୦୬)
- କ୍ରାନ୍ତି (୨୦୦୬)
- ଦେବୀ (୨୦୦୫)
- ଶୁଭଦୃଷ୍ଟି (୨୦୦୫)
- ତ୍ୟାଗ (୨୦୦୪)
- ବାଦଶାହା ଦି କିଙ୍ଗ୍ (୨୦୦୪)
- ଅଗ୍ନି (୨୦୦୪)
- ପରିବାର (୨୦୦୪)
- ମାୟେର ଅଞ୍ଚଲ (୨୦୦୩)
- ଏକ୍ଟୁ ଛୋଅ (୨୦୦୨)
ଅଭିନୀତ ଧାରାବାହିକ
[ସମ୍ପାଦନା]- ମାଆ ମାନଶା (ଇଟିଭି ବାଂଲା)[୫]
- ଭଲୋବାଶା ଥେକେ ଜାୟେ (ଇଟିଭି ବାଂଲା)[୯]
- ବେହୁଲା (ଷ୍ଟାର୍ ଜଲ୍ସା)
- ଦୁର୍ଗେଶନନ୍ଦିନୀ[୧୦]
ପୁରସ୍କାର
[ସମ୍ପାଦନା]- କଳାକାର ପୁରସ୍କାର[୧୧]
ରାଜନୈତିକ ଜୀବନ
[ସମ୍ପାଦନା]ସେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ସହିତ ରାଜନୀତିରେ ଯୋଗ ଦେଇଥିଲେ ।[୧୨] ୨୦୧୫ ମସିହାରେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧୩] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ, ସେ ହୁଗୁଳି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧୪] ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଠାରୁ ଏହି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଥିଲେ ।[୧୫][୧୬]
ଆଧାର
[ସମ୍ପାଦନା]- ↑ "Members : Lok Sabha". loksabhaph.nic.in. Retrieved 31 October 2019.
- ↑ "Locket Chatterjee biography". itimes. Archived from the original on 27 January 2013. Retrieved 20 May 2012.
- ↑ PTI. "Locket Chatterjee replaces Roopa Ganguly as WB BJP Mahila Morcha president". The Economic Times. Archived from the original on 26 September 2017. Retrieved 26 September 2017.
- ↑ "At 16, I got married: Locket". The Times of India. 21 February 2011. Archived from the original on 5 October 2013. Retrieved 20 May 2012.
- ↑ ୫.୦ ୫.୧ "Birthday Girl". Telegraph Kolkata. Calcutta, India. 25 November 2008. Archived from the original on 4 October 2013. Retrieved 20 May 2012.
- ↑ "History of the College - Jogamaya Devi College, Kolkata, INDIA". jogamayadevicollege.org. Archived from the original on 3 April 2019. Retrieved 7 September 2012.
- ↑ "I will never attempt a ____: Subrata Sen". The Times of India. 18 May 2012. Archived from the original on 4 October 2013. Retrieved 24 May 2012.
- ↑ "'I'm totally inhibition-free'". The Telegraph. Calcutta, India. 10 March 2011. Archived from the original on 31 August 2011. Retrieved 24 May 2012.
- ↑ "Real to reel". 1 March 2020. Archived from the original on 1 March 2020. Retrieved 21 April 2022.
- ↑ Nag, Kushali (20 October 2010). "She's on a roll". The Daily Telegraph. Calcutta, India. Archived from the original on 5 October 2013. Retrieved 20 May 2012.
- ↑ "Kalakar award winners" (PDF). Kalakar website. Archived from the original (PDF) on 25 April 2012. Retrieved 16 October 2012.
- ↑ "Bengali actor Locket Chatterjee joins BJP". The Economic Times. PTI. 5 February 2015. Retrieved 14 March 2024.
"When I joined TMC I had said I want to work. Now I am quitting it as I feel suffocated there and can't work," Chatterjee said after joining the party in the presence of BJP state president Rahul Sinha
- ↑ "'Suffocated' Locket Chatterjee quits Trinamool, joins BJP". The Indian Express. 6 February 2015. Retrieved 14 March 2024.
- ↑ "West Bengal: BJP's Locket Chatterjee leads from Hooghly, Mamata's anti-land acquisition launch pad". The Times of India. 23 May 2019.
- ↑ "General Election to Parliamentary Constituencies: Trends & Results June-2024 Parliamentary Constituency 28 - Hooghly (West Bengal)". Election Commission of India. Retrieved 5 June 2024.
- ↑ "Rachana Banerjee wins the Hooghly seat in Lok Sabha elections 2024; Defeats Locket Chatterjee". The Times of India. 4 June 2024. ISSN 0971-8257. Retrieved 5 June 2024.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲକେଟ ଚାଟାର୍ଜୀ