Jump to content

କୁଇ ଭାଷା

ଉଇକିପିଡ଼ିଆ‌ରୁ
(Kui languageରୁ ଲେଉଟି ଆସିଛି)
କୁଇ ଭାଷା
କନ୍ଦ, କନ୍ଧ, ଖୋଣ୍ଡ, ଖୋଣ୍ଡି, ଖୋଣ୍ଡୋ, କୋଡ଼ୁ, କୋଡୁଲୁ, କୁଇଙ୍ଗା, କୁୟି
କୁଈ
ଉଚ୍ଚାରଣ[kuɪ]
Native toଭାରତ
ଅଞ୍ଚଳଓଡ଼ିଶା
ଜାତିସତ୍ତାଖୋଣ୍ଡ, ଡାଲ୍, ସଠ କନ୍ଧ
ମାତୃଭାଷୀ
[]
ଦ୍ରାବିଡ଼
  • ଦକ୍ଷିଣ-କେନ୍ଦ୍ରୀୟ
    • ଗୋଣ୍ଡି–କୁଇ
      • କୁବି–କୁଇ
        • କୁଇ ଭାଷା
ଓଡ଼ିଆ ଲିପି
ଓଡ଼ିଆ ବ୍ରେଲ
ଭାଷା କୋଡ୍
ISO ୬୩୯-୩Either:

କୁଇ – କୁଇ (ମାନକ)

dwk – Dawik Kui
ଗ୍ଲୋଟୋଲୋଗkuii1252
ELPKui (India)
Languages in Oddhisa
  Kui language
Kui is classified as Vulnerable by the UNESCO Atlas of the World's Languages in Danger[]

କୁଇ (କନ୍ଧ, ଖୋଣ୍ଡି, ଖୋଣ୍ଡ, ଖୋଣ୍ଡୋ, କନ୍ଦ, କୋଡୁ, କୋଡୁଲୁ, କୁଇଙ୍ଗା, କୁୟି) ଏକ ଦକ୍ଷିଣ-କେନ୍ଦ୍ରୀୟ ଦ୍ରାବିଡ଼ ଭାଷା ଯାହା ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାର କନ୍ଧମାନଙ୍କର ଏକ କଥିତ ଭାଷା । ଏହା ମୁଖ୍ୟତଃ ଓଡ଼ିଶାରେ ବ୍ୟବହାର କରାଯାଏ ଏବଂ ଓଡ଼ିଆ ଲିପିରେ ଲେଖାଯାଏ । ୯,୪୧,୯୮୮ ପଞ୍ଜୀକୃତ ଦେଶୀ ଭାଷାଭାଷୀଙ୍କ ସହ ୧୯୯୧ ମସିହାର ଭାରତୀୟ ଜନଗଣନାରେ ଏହା ୨୯ତମ ସ୍ଥାନରେ ଥିଲା ।[] ଐତିହାସିକ କାଳରେ କୁଇ ଭାଷାକୁ କୁଇଙ୍ଗା ଭାଷା ମଧ୍ୟ କୁହାଯାଏ । ଏହା ଗୋଣ୍ଡି ଓ କୁଭି ଭାଷା ସହିତ ଘନିଷ୍ଠ ଭାବରେ ଜଡ଼ିତ ।

ଧ୍ୱନିଶାସ୍ତ୍ର

[ସମ୍ପାଦନା]

ସ୍ୱରବର୍ଣ୍ଣ

[ସମ୍ପାଦନା]

କୁଇ ଭାଷାରେ ପାଞ୍ଚଟି କ୍ଷୁଦ୍ର ସ୍ୱରବର୍ଣ ଓ ପାଞ୍ଚଟି ଲମ୍ବା ସ୍ୱରବର୍ଣ୍ଣ ଅଛି ।[] ସ୍ୱରଗୁଡ଼ିକ ଆଇପିଏରେ ନିମ୍ନରେ ଦର୍ଶାଯାଇଛି ।[]

ସ୍ୱରବର୍ଣ୍ଣ[]
ଲିପି
କ୍ଷୁଦ୍ର ଲମ୍ବା
ଉଚ୍ଚ i
ମଧ୍ୟମ e
ନିମ୍ନ
  1. କୁଇ (ମାନକ) at Ethnologue (21st ed., 2018)
    Dawik Kui at Ethnologue (21st ed., 2018)
  2. ଛାଞ୍ଚ:Cite UNESCO Atlas
  3. "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
  4. Winfield, W.W. (1928). A grammar of the Kui language. Bibliotheca Indica. Printed at the Baptist mission press, Pub. by the Asiatic society of Bengal. p. 1. Retrieved 2020-11-08.
  5. Krishnamurti (2003), p. 70.
  6. Krishnamurti (2003), pp. 72

ବାହାର ଲିଙ୍କ୍

[ସମ୍ପାଦନା]