କୋକସରା

ଉଇକିପିଡ଼ିଆ‌ରୁ
(Koksaraରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୋକସରା
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
Time zoneIST (+୫.୩୦)
ଡାକ କୋଡ଼
୭୬୬୦୧୯
Area code୦୬୬୭୦

କୋକସରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ [୧]। ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।[୨]

ଇତିହାସ[ସମ୍ପାଦନା]

କୋକସରା କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ସହର ଅଟେ |ଏହା ମଧ୍ୟ ଦେଇ ଜାତୀୟ ରାଜପଥ NH-26 ଯାଇଅଛି |[୩]

ଜନସଂଖ୍ୟା[ସମ୍ପାଦନା]

2001 ମସିହାର ଜନଗଣନା ଅନୁସାରେ,କୋକସରାର ଜନସଂଖ୍ୟା 4,255 ଥିଲା|ଏହା ମଧ୍ୟରୁ ମହିଳାଙ୍କ ସଂଖ୍ୟା 2,124 ଜଣ ଓ ପୁରୁଷଙ୍କ ସଂଖ୍ୟା 2,131 ଜଣ |କୋକସରାର ଶିକ୍ଷିତ ସଂଖ୍ୟା ହେଉଛି 2,266,ସେଥି ମଧ୍ୟରୁ ପୁରୁଷ ଶିକ୍ଷିତଙ୍କ ସଂଖ୍ୟା 1,435 ଓ ମହିଳା ଶିକ୍ଷିତଙ୍କ ସଂଖ୍ୟା 8,31 ଜଣ |

ନିକଟତମ ଦର୍ଶନୀୟ ସ୍ଥାନ[ସମ୍ପାଦନା]

  • ଇନ୍ଦ୍ରାବତୀ ଡ୍ୟାମ
  • ଡୋକରୀଚଂଚରା

ଆଧାର[ସମ୍ପାଦନା]