କିଶୋରନଗର

Coordinates: 20°57′08″N 84°28′14″E / 20.952281°N 84.470604°E / 20.952281; 84.470604
ଉଇକିପିଡ଼ିଆ‌ରୁ
(Kishorenagarରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କିଶୋରନଗର
ରାଜକିଶୋରନଗର
ସହର
କିଶୋରନଗର
କିଶୋରନଗର is located in Odisha
କିଶୋରନଗର
କିଶୋରନଗର
ଅନୁଗୋଳରେ ଅବସ୍ଥାନ, ଓଡ଼ିଶା
କିଶୋରନଗର is located in India
କିଶୋରନଗର
କିଶୋରନଗର
କିଶୋରନଗର (India)
Coordinates: 20°57′08″N 84°28′14″E / 20.952281°N 84.470604°E / 20.952281; 84.470604
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ଉପଖଣ୍ଡଆଠମଲ୍ଲିକ
Named forରାଜା କିଶୋର ଚନ୍ଦ୍ର ଦେଓ
Elevation
155 m (509 ft)
Population
 (୨୦୧୧)
 • Total୯୫୬୮୩
ଭାଷା
 • ସରକାରୀଓଡ଼ିଆ,ଇଂଲିଶ
Time zoneUTC+୫:୩୦ (IST)
ପିନ୍
୭୫୯୧୨୬
ଯାନବାହାନ ପଞ୍ଚୀକରଣଓଡ଼ି-୧୯(ଅନୁଗୋଳ)

ଓଡ଼ି -୧୫(ସମ୍ବଲପୁର) ନିକଟବର୍ତ୍ତୀ ଆର୍.ଟି.ଓ

ଓଡ଼ି -୨୭(ବୌଦ୍ଧ) ନିକଟବର୍ତ୍ତୀ ଆର୍.ଟି.ଓ
ନିକଟର୍ତ୍ତୀ ସହରଗୁଡିକଅନୁଗୁଳ, ଆଠମଲ୍ଲିକ, ସମ୍ବଲପୁର, ବୌଦ୍ଧ
ସାକ୍ଷରତା୭୯.୨୧
Websitekishorenagar.nic.in

କିଶୋରନଗର ଓଡ଼ିଶାର ଅନୁଗୋଳ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର[୧] । ଏହା ଏକ ପଞ୍ଚାୟତ ସମିତି ଏବଂ ଏହାର ଅନ୍ୟନାମ ରାଜକିଶୋରନଗର । ଏହା ଏକ ତହସିଲ ଅଞ୍ଚଳ ଓ କିଶୋରନଗର ସହର ତହସିଲର ମୁଖ୍ୟ ଦପ୍ତର । ଏହାର ଜିଲ୍ଲା ସଦର ମହକୁମା ଅନୁଗୋଳ ଏଠାରୁ ୯୧ କିଲୋମିଟର ଦୂରରେ ଅବସ୍ଥିତ । ଏହା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଏକ ବ୍ଲକ ଅଟେ। ଆଠମଲ୍ଲିକଠାରୁ ଏହାର ଦୂରତା ପ୍ରାୟ ୪୦ କିଲୋମିଟର ।

ଗମନାଗମନ

ଅନୁଗୋଳ ଜିଲ୍ଲା ସଦର ମହକୁମାଠାରୁ ଏହା ପ୍ରାୟ ୯୧ କିମି ଦୂରରେ ଏବଂ ଆଠମଲ୍ଲିକଠାରୁ ଏହା ୪୦ କିମି ଦୂରରେ ଅବସ୍ଥିତ ।

ଦର୍ଶନୀୟ ସ୍ଥାନ

ଏଠାରେ ଏକ ଶିବ ମନ୍ଦିର ରହିଅଛି ।

ସ୍ବାସ୍ଥ୍ୟ ଓ ସେବା

ଏଠାରେ ଏକ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ରହିଛି ।[୨]। ଏଠାରେ ଏକ ଥାନା ମଧ୍ୟ ରହିଛି।

ସ୍କୁଲ ଓ କଲେଜ

  • କିଶୋରନଗର ଉଚ୍ଚ ବିଦ୍ୟାଳୟ [୩],
  • କିଶୋରନଗର କନିଷ୍ଠ ମହାବିଦ୍ୟାଳୟ [୪]
  • କିଶୋରନଗର ସ୍ନାତକ ମହାବିଦ୍ୟାଳୟ [୫]
  • ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ , ଅଙ୍ଗପଡ଼ା
  • ଜନତା ମହାବିଦ୍ୟାଳୟ , ବଇଣ୍ଡା
  • ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ , କିଶୋରନଗର

ଆଧାର

  1. "List of Villages in Kishorenagar Tehsil | villageinfo.in". villageinfo.in. Retrieved 2022-05-14.
  2. "Community Health Center(CHC), Rajkishorenagar | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.
  3. "KISHORENAGAR HIGH SCHOOL | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.
  4. "Kishorenagar (Junior) College, | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.
  5. "Kishorenagar (Degree) College, | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.