Jump to content

କେଶାପାଲି

(Keshapaliରୁ ଲେଉଟି ଆସିଛି)
କେଶାପାଲି
ଗ୍ରାମ
କେଶାପାଲି
ଗୋବର୍ଦ୍ଧନ ପର୍ବତ ଉପରୁ କେଶାପାଲିର ଦ୍ରୁଶ୍ୟ
ଗୋବର୍ଦ୍ଧନ ପର୍ବତ ଉପରୁ କେଶାପାଲିର ଦ୍ରୁଶ୍ୟ
କେଶାପାଲି is located in Odisha
କେଶାପାଲି
କେଶାପାଲି
Location in Odisha, India
Coordinates: 21°12′31″N 84°01′18″E / 21.2084896°N 84.0216448°E / 21.2084896; 84.0216448
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
ତହସିଲଯୁଯୁମୁରା
Government
  Typeପଞ୍ଚାୟତିରାଜ
  Bodyଗ୍ରାମପଞ୍ଚାୟତ
  ସରପଞ୍ଚରିତାଞ୍ଜଳୀ ନାଏକ [] []
Population
 (୨୦୧୧)
  Total୮୩୨[]
ଭାଷା
  ସରକାରୀଓଡ଼ିଆ
  ଅନ୍ୟ ଭାଷାସମ୍ବଲପୁରୀ
Time zoneUTC+5:30 (IST)
ଡାକ କୋଡ
୭୬୮୧୦୫
Websiteodisha.gov.in

କେଶାପାଲି ହେଉଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମୁରା ବ୍ଲକର ଏକ ଗ୍ରାମ । ଏହା କେଶାପାଲି ଗ୍ରାମପଞ୍ଚାୟତ ଅଧୀନରେ ପରିଚାଳିତ ହୁଏ ଏବଂ ଯୁଯୁମୁରା ତହସିଲ ଅଧିନରେ ଆସିଥାଏ । ଏହା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଏକ ବୁଥ ଅଟେ ।[] ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ହେଉଛି ୮୩୨ । ଗୋବର୍ଦ୍ଧନ ପୂଜା ହେଉଛି ଏହି ଗ୍ରାମର ପ୍ରସିଦ୍ଧ ପର୍ବ ।

ସରକାରୀ କାର୍ଯ୍ୟାଳୟ

[ସମ୍ପାଦନା]
  1. କେଶାପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ[]
  2. କେଶାପାଲି ଡାକଘର କାର୍ଯ୍ୟାଳୟ[]
  3. ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ[]
  4. କେଶାପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର[]
  5. ପ୍ରାଥମିକ ପଶୁ ଚିକିତ୍ସାଳୟ

ଶିକ୍ଷା

[ସମ୍ପାଦନା]
  1. ଦୁଇଟି ଅଙ୍ଗନୱାଡି କେନ୍ଦ୍ର[]
  2. ଗୋଟିଏ ପ୍ରାଥମିକ ବିଦ୍ୟାଳୟ [୧୦]
  3. ଗୋଟିଏ ଉଚ୍ଚ ବିଦ୍ୟାଳୟ [୧୧]

ପର୍ବ ପର୍ବାଣି

[ସମ୍ପାଦନା]

ଗୋବର୍ଦ୍ଧନ ପୂଜା ହେଉଛି ଗାଁର ମୁଖ୍ୟ ପର୍ବ । ପ୍ରତିବର୍ଷ ଏହି ପୂଜା କରାଯାଏ । ନୂଆଖାଇ ହେଉଛି ଗାଁର ଅନ୍ୟ ଏକ ଗଣପର୍ବ । ନୂଆଖାଇ ଅବସରରେ ଗାଁର ଗିରିଗୋବର୍ଦ୍ଧନ ଯୁବକ ସଂଘ ତରଫରୁ ପ୍ରତିବର୍ଷ ନୂଆଖାଇରେ ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଗାଁର ଶିବ ମନ୍ଦିରରେ ପ୍ରତି ମାସ ସଂକ୍ରାନ୍ତିରେ ପୂଜା ହୋଇଥାଏ । ଆଉ ଅନ୍ୟ ପର୍ବ ଗୁଡ଼ିକ ହେଲା କାଦୋପୂଜା, ଜନ୍ମାଷ୍ଟମୀ, ଶିବରାତ୍ରି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଇତ୍ୟାଦି ।

ଗ୍ୟାଲେରି

[ସମ୍ପାଦନା]
  1. "ଆର୍କାଇଭ୍ କପି". Archived from the original on 2020-06-13. Retrieved 2020-08-04. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି" (PDF). Archived from the original (PDF) on 2017-11-18. Retrieved 2020-08-04. {{cite web}}: Cite has empty unknown parameter: |1= (help)
  3. "Census of India: Search Details". www.censusindia.gov.in. Retrieved 2019-09-06.
  4. https://www.elections.in/orissa/polling-booth/rairakhol.html
  5. "ଆର୍କାଇଭ୍ କପି". Archived from the original on 2018-04-24. Retrieved 2020-08-04. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2025-02-14. Retrieved 2020-08-04. {{cite web}}: Cite has empty unknown parameter: |1= (help)
  7. http://www.revenueodisha.gov.in/?q=node/310[permanent dead link]
  8. https://www.tabletwise.com/hospitals/health-centers-in-jujumara-sambalpur-odisha[permanent dead link]
  9. http://gopabandhuacademy.gov.in/sites/default/files/gazetter/Sambalpur_Gazetteer.pdf
  10. https://schools.org.in/sambalpur/21030601901/keshapali-ps.html
  11. http://evidyalaya.mkcl.org/evidyalaya/Monitoring_Evidyalaya/pendingCaptureSchools?districtId=7a46b751-e461-4a84-bdf5-51c693430fed&year=2019&month=9[permanent dead link]