କେଶାପାଲି

ଉଇକିପିଡ଼ିଆ ରୁ
Jump to navigation Jump to search
କେଶାପାଲି
ଗ୍ରାମ
କେଶାପାଲି
ଗୋବର୍ଦ୍ଧନ ପର୍ବତ ଉପରୁ କେଶାପାଲିର ଦ୍ରୁଶ୍ୟ
ଗୋବର୍ଦ୍ଧନ ପର୍ବତ ଉପରୁ କେଶାପାଲିର ଦ୍ରୁଶ୍ୟ
କେଶାପାଲି is located in Odisha
କେଶାପାଲି
କେଶାପାଲି
Location in Odisha, India
ଅବସ୍ଥାନ : 21°12′31″N 84°01′18″E / 21.2084896°N 84.0216448°E / 21.2084896; 84.0216448Coordinates: 21°12′31″N 84°01′18″E / 21.2084896°N 84.0216448°E / 21.2084896; 84.0216448
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
ତହସିଲଯୁଯୁମୁରା
ସରକାର
 • ପ୍ରକାରପଞ୍ଚାୟତିରାଜ
 • ପରିଚାଳନାଗ୍ରାମପଞ୍ଚାୟତ
 • ସରପଞ୍ଚଉମାକାନ୍ତ ମିର୍ଧା [୨] [୩]
ଜନସଂଖ୍ୟା
 (୨୦୧୧)
 • ମୋଟ୮୩୨ [୧]
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
୭୬୮୧୦୫
ୱେବସାଇଟodisha.gov.in

କେଶାପାଲି ହେଉଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମୁରା ବ୍ଲକର ଏକ ଗ୍ରାମ । ଏହା କେଶାପାଲି ଗ୍ରାମପଞ୍ଚାୟତ ଅଧୀନରେ ପରିଚାଳିତ ହୁଏ ଏବଂ ଯୁଯୁମୁରା ତହସିଲ ଅଧିନରେ ଆସିଥାଏ । ଏହା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଏକ ବୁଥ ଅଟେ ।[୪] ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ହେଉଛି ୮୩୨ । ଗୋବର୍ଦ୍ଧନ ପୂଜା ହେଉଛି ଏହି ଗ୍ରାମର ପ୍ରସିଦ୍ଧ ପର୍ବ ।

ସରକାରୀ କାର୍ଯ୍ୟାଳୟ[ସମ୍ପାଦନା]

  1. କେଶାପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ[୫]
  2. କେଶାପାଲି ଡାକଘର କାର୍ଯ୍ୟାଳୟ[୬]
  3. ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ[୭]
  4. କେଶାପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର[୮]
  5. ପ୍ରାଥମିକ ପଶୁ ଚିକିତ୍ସାଳୟ

ଶିକ୍ଷା[ସମ୍ପାଦନା]

  1. ଦୁଇଟି ଅଙ୍ଗନୱାଡି କେନ୍ଦ୍ର[୯]
  2. ଗୋଟିଏ ପ୍ରାଥମିକ ବିଦ୍ୟାଳୟ [୧୦]
  3. ଗୋଟିଏ ଉଚ୍ଚ ବିଦ୍ୟାଳୟ [୧୧]

ପର୍ବ ପର୍ବାଣି[ସମ୍ପାଦନା]

ଗୋବର୍ଦ୍ଧନ ପୂଜା ହେଉଛି ଗାଁର ମୁଖ୍ୟ ପର୍ବ । ପ୍ରତିବର୍ଷ ଏହି ପୂଜା କରାଯାଏ । ନୂଆଖାଇ ହେଉଛି ଗାଁର ଅନ୍ୟ ଏକ ଗଣପର୍ବ । ନୂଆଖାଇ ଅବସରରେ ଗାଁର ଗିରିଗୋବର୍ଦ୍ଧନ ଯୁବକ ସଂଘ ତରଫରୁ ପ୍ରତିବର୍ଷ ନୂଆଖାଇରେ ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଗାଁର ଶିବ ମନ୍ଦିରରେ ପ୍ରତି ମାସ ସଂକ୍ରାନ୍ତିରେ ପୂଜା ହୋଇଥାଏ । ଆଉ ଅନ୍ୟ ପର୍ବ ଗୁଡ଼ିକ ହେଲା କାଦୋପୂଜା, ଜନ୍ମାଷ୍ଟମୀ, ଶିବରାତ୍ରି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଇତ୍ୟାଦି ।

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India: Search Details". www.censusindia.gov.in. Retrieved 2019-09-06.
  2. https://odishapanchayat.gov.in/English/GPSarpanch.asp
  3. https://odishapanchayat.gov.in/english/Pdf/Sambalpur_GPSarpanchList_12-17.pdf
  4. https://www.elections.in/orissa/polling-booth/rairakhol.html
  5. https://www.worksodisha.gov.in/dpir_roadnetwrk_nc_sambalpur.html
  6. https://www.postoffices.co.in/odisha-or-od-orissa/keshapali-jujumura-05-sambalpur/
  7. http://www.revenueodisha.gov.in/?q=node/310
  8. https://www.tabletwise.com/hospitals/health-centers-in-jujumara-sambalpur-odisha
  9. http://gopabandhuacademy.gov.in/sites/default/files/gazetter/Sambalpur_Gazetteer.pdf
  10. https://schools.org.in/sambalpur/21030601901/keshapali-ps.html
  11. http://evidyalaya.mkcl.org/evidyalaya/Monitoring_Evidyalaya/pendingCaptureSchools?districtId=7a46b751-e461-4a84-bdf5-51c693430fed&year=2019&month=9