କେଶାପାଲି
କେଶାପାଲି | |
---|---|
ଗ୍ରାମ | |
କେଶାପାଲି | |
![]() ଗୋବର୍ଦ୍ଧନ ପର୍ବତ ଉପରୁ କେଶାପାଲିର ଦ୍ରୁଶ୍ୟ | |
ଅବସ୍ଥାନ : 21°12′31″N 84°01′18″E / 21.2084896°N 84.0216448°ECoordinates: 21°12′31″N 84°01′18″E / 21.2084896°N 84.0216448°E | |
ଦେଶ | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସମ୍ବଲପୁର |
ତହସିଲ | ଯୁଯୁମୁରା |
ସରକାର | |
• ପ୍ରକାର | ପଞ୍ଚାୟତିରାଜ |
• ପରିଚାଳନା | ଗ୍ରାମପଞ୍ଚାୟତ |
• ସରପଞ୍ଚ | ରିତାଞ୍ଜଳୀ ନାଏକ [୨] [୩] |
ଜନସଂଖ୍ୟା (୨୦୧୧) | |
• ମୋଟ | ୮୩୨ [୧] |
ଭାଷା | |
• ସରକାରୀ | ଓଡ଼ିଆ |
• ଅନ୍ୟ ଭାଷା | ସମ୍ବଲପୁରୀ |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | ୭୬୮୧୦୫ |
ୱେବସାଇଟ | odisha |
କେଶାପାଲି ହେଉଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମୁରା ବ୍ଲକର ଏକ ଗ୍ରାମ । ଏହା କେଶାପାଲି ଗ୍ରାମପଞ୍ଚାୟତ ଅଧୀନରେ ପରିଚାଳିତ ହୁଏ ଏବଂ ଯୁଯୁମୁରା ତହସିଲ ଅଧିନରେ ଆସିଥାଏ । ଏହା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଏକ ବୁଥ ଅଟେ ।[୪] ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ହେଉଛି ୮୩୨ । ଗୋବର୍ଦ୍ଧନ ପୂଜା ହେଉଛି ଏହି ଗ୍ରାମର ପ୍ରସିଦ୍ଧ ପର୍ବ ।
ସରକାରୀ କାର୍ଯ୍ୟାଳୟ[ସମ୍ପାଦନା]
- କେଶାପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ[୫]
- କେଶାପାଲି ଡାକଘର କାର୍ଯ୍ୟାଳୟ[୬]
- ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ[୭]
- କେଶାପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର[୮]
- ପ୍ରାଥମିକ ପଶୁ ଚିକିତ୍ସାଳୟ
ଶିକ୍ଷା[ସମ୍ପାଦନା]
ପର୍ବ ପର୍ବାଣି[ସମ୍ପାଦନା]
ଗୋବର୍ଦ୍ଧନ ପୂଜା ହେଉଛି ଗାଁର ମୁଖ୍ୟ ପର୍ବ । ପ୍ରତିବର୍ଷ ଏହି ପୂଜା କରାଯାଏ । ନୂଆଖାଇ ହେଉଛି ଗାଁର ଅନ୍ୟ ଏକ ଗଣପର୍ବ । ନୂଆଖାଇ ଅବସରରେ ଗାଁର ଗିରିଗୋବର୍ଦ୍ଧନ ଯୁବକ ସଂଘ ତରଫରୁ ପ୍ରତିବର୍ଷ ନୂଆଖାଇରେ ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଗାଁର ଶିବ ମନ୍ଦିରରେ ପ୍ରତି ମାସ ସଂକ୍ରାନ୍ତିରେ ପୂଜା ହୋଇଥାଏ । ଆଉ ଅନ୍ୟ ପର୍ବ ଗୁଡ଼ିକ ହେଲା କାଦୋପୂଜା, ଜନ୍ମାଷ୍ଟମୀ, ଶିବରାତ୍ରି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଇତ୍ୟାଦି ।
ଗ୍ୟାଲେରି[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Census of India: Search Details". www.censusindia.gov.in. Retrieved 2019-09-06.
- ↑ https://odishapanchayat.gov.in/English/GPSarpanch.asp
- ↑ https://odishapanchayat.gov.in/english/Pdf/Sambalpur_GPSarpanchList_12-17.pdf
- ↑ https://www.elections.in/orissa/polling-booth/rairakhol.html
- ↑ https://www.worksodisha.gov.in/dpir_roadnetwrk_nc_sambalpur.html
- ↑ https://www.postoffices.co.in/odisha-or-od-orissa/keshapali-jujumura-05-sambalpur/
- ↑ http://www.revenueodisha.gov.in/?q=node/310
- ↑ https://www.tabletwise.com/hospitals/health-centers-in-jujumara-sambalpur-odisha
- ↑ http://gopabandhuacademy.gov.in/sites/default/files/gazetter/Sambalpur_Gazetteer.pdf
- ↑ https://schools.org.in/sambalpur/21030601901/keshapali-ps.html
- ↑ http://evidyalaya.mkcl.org/evidyalaya/Monitoring_Evidyalaya/pendingCaptureSchools?districtId=7a46b751-e461-4a84-bdf5-51c693430fed&year=2019&month=9