କୌରବ
Appearance
(Kauravaରୁ ଲେଉଟି ଆସିଛି)
କୁରୁ ରାଜାଙ୍କର ସନ୍ତାନ କୌରବ ନାମରେ ପ୍ରଖ୍ୟାତ, ମୂଖ୍ୟତଃ ଧୃତରାଷ୍ଟ୍ର ଏବଂ ତାଙ୍କର ବଂଶ । ଦୁର୍ଯୋଧନ ଓ ତାଙ୍କର ୧୦୦ ଭାଇ ତଥା ଦୁଃଶୀଳା ନାମରେ ଏକ ଭଉଣୀ ।
କୌରବ
[ସମ୍ପାଦନା]କୁରୁବଂଶୀୟ ଜନ୍ମାନ୍ଧ ରାଜା ଧୃତରାଷ୍ଟ୍ରଙ୍କ ଓ ଗାନ୍ଧାରୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ଶତପୁତ୍ରକୁଂକୌରବ ସମ୍ବଧନ କରାଯାଉଥିଲା
- ଅଗ୍ରଯାୟୀ
- ଅନୂବର
- ଅନୁବିନ୍ଦ
- ଅପରାଜିତ
- ଅୟ୍ଓବାହୁ
- ଅଲ୍ଓଲୁପ
- ଅଭୟ
- ଅନାଧୃଷ୍ୟ
- ଆଦିତ୍ୟକ୍ଏତୁ
- ଉଗ୍ର
- ଉଗ୍ରଶ୍ରବା
- ଉଗ୍ରସନ
- ଉଗ୍ରାୟୂଧ
- ଉପନନ୍ଦ
- ଉର୍ଣ୍ଣନାଭ
- କନକଧ୍ୱଜ
- କନକାୟୁଃ
- କବଚୀ
- କର୍ଣ୍ଣ
- କୁଣ୍ଡଭେଦୀ
- କୁଣ୍ଡୋଦର
- କୁଣ୍ଡାଶୀ
- ଦୁର୍ମୁଖ
- ଦୁରାଧର
- ଦୁଷ୍ପରାଜୟ
- ଦୁର୍ବିଲୋଚନ
- ଦୁର୍ଯ୍ୟୋଧନ
- ଦୁର୍ମୁଖ
- ଦୁଃଶାସନ
- ଦୁଃଶଳ
- ଦୂଃସହ
- ଦୂର୍ଜୟ
- ଦୁର୍ଦ୍ଧର୍ଷ
- ଦୁଷ୍କର୍ଣ୍ଣ
- ଦୁର୍ମଦ
- ଦୁର୍ମର୍ଷଣ
- ଦୁଷ୍ପ୍ରଧରଷଣ
- ଦୁଷ୍ପ୍ରହର୍ଷ
- ଦୃଢ଼ବର୍ମା
- ଦୃଢ଼ରଥ
- ଦୃଢ଼ହସ୍ତ
- ଦୃଢ଼କ୍ଷେତ୍ର
- ଦୃଢ଼ସନ୍ଦ
- ଦୃଢ଼ାୟୁଧ
- ବିକର୍ଣ୍ଣ
- ବିବିଂଶତି
- ବିବିତ୍ସୂ
- ବିକଟ
- ଜଳସନ୍ଧ
- ବିନ୍ଦ
- ଚିତ୍ର
- ଚିତ୍ରାକ୍ଷ
- ଚିତ୍ରାଙ୍ଗଦ
- ଉପଚିତ୍ର
- ସୁବାହୁ
- ଚାରୁ
- ସମ
- ସୁନାଭ
- ସେନାପତି
- ସୁଲୋଚନ
- ନନ୍ଦ
- ସୁଷେଣ
- ବଳାକୀ
- ସୁବର୍ମା
- ମହୋଦର
- ସୁକୁଣ୍ଡଳ
- ଚିତ୍ରବର୍ମା
- ଚିତ୍ରବାହୁ
- ଭୀମବେଗ
- ଭୀମବଳ
- ଭୀମବାହୁ
- ଭୀମରଥ
- ବଳବରଧନ
- ବିରାବୀ
- ଜରାସନ୍ଧ
- ପଣ୍ଡିତକ
- ସହସ୍ରବାକ
- ସୋମକୀର୍ତ୍ତି
- ସତ୍ୟସନ୍ଧ
- ସେନାନୀ
- ବିଶାଳାକ୍ଷ
- ବାତବେଗ
- ସୁବର୍ଚ୍ଚା
- ସୁହସ୍ତ
- ନିଷଙ୍ଗୀ
- ଦଣ୍ଡଧର
- ବହ୍ୱାଶୀ
- ପାଶୀ
- ନାଗଦତ୍ତ
- ବୀରବାହୁ
- ଦୀର୍ଘବାହୁ
- ଦୀର୍ଘନେତ୍ର
- ଭୀମଶର
- ବୀରଚ୍ଚ
- ବୀର
- ଚିତ୍ରଚାପ
- ମହାବାହୁ
- ଧନୁଗ୍ରହ
- ଚ୍ୟୁତୋରୁ
- ରୌଦ୍ରକର୍ମା