କୌରବ

ଉଇକିପିଡ଼ିଆ‌ରୁ

କୁରୁ ରାଜାଙ୍କର ସନ୍ତାନ କୌରବ ନାମରେ ପ୍ରଖ୍ୟାତ, ମୂଖ୍ୟତଃ ଧୃତରାଷ୍ଟ୍ର ଏବଂ ତାଙ୍କର ବଂଶ । ଦୁର୍ଯୋଧନ ଓ ତାଙ୍କର ୧୦୦ ଭାଇ ତଥା ଦୁଃଶୀଳା ନାମରେ ଏକ ଭଉଣୀ ।

କୌରବ[ସମ୍ପାଦନା]

କୁରୁବଂଶୀୟ ଜନ୍ମାନ୍ଧ ରାଜା ଧୃତରାଷ୍ଟ୍ରଙ୍କ ଓ ଗାନ୍ଧାରୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ଶତପୁତ୍ରକୁଂକୌରବ ସମ୍ବଧନ କରାଯାଉଥିଲା ୤

  1. ଅଗ୍ରଯାୟୀ
  2. ଅନୂବର
  3. ଅନୁବିନ୍ଦ
  4. ଅପରାଜିତ
  5. ଅୟ୍ଓବାହୁ
  6. ଅଲ୍ଓଲୁପ
  7. ଅଭୟ
  8. ଅନାଧୃଷ୍ୟ
  9. ଆଦିତ୍ୟକ୍ଏତୁ
  10. ଉଗ୍ର
  11. ଉଗ୍ରଶ୍ରବା
  12. ଉଗ୍ରସନ
  13. ଉଗ୍ରାୟୂଧ
  14. ଉପନନ୍ଦ
  15. ଉର୍ଣ୍ଣନାଭ
  16. କନକଧ୍ୱଜ
  17. କନକାୟୁଃ
  18. କବଚୀ
  19. କର୍ଣ୍ଣ
  20. କୁଣ୍ଡଭେଦୀ
  21. କୁଣ୍ଡୋଦର
  22. କୁଣ୍ଡାଶୀ
  23. ଦୁର୍ମୁଖ
  24. ଦୁରାଧର
  25. ଦୁଷ୍ପରାଜୟ
  26. ଦୁର୍ବିଲୋଚନ
  27. ଦୁର୍ଯ୍ୟୋଧନ
  28. ଦୁର୍ମୁଖ
  29. ଦୁଃଶାସନ
  30. ଦୁଃଶଳ
  31. ଦୂଃସହ
  32. ଦୂର୍ଜୟ
  33. ଦୁର୍ଦ୍ଧର୍ଷ
  34. ଦୁଷ୍କର୍ଣ୍ଣ
  35. ଦୁର୍ମଦ
  36. ଦୁର୍ମର୍ଷଣ
  37. ଦୁଷ୍ପ୍ରଧରଷଣ
  38. ଦୁଷ୍ପ୍ରହର୍ଷ
  39. ଦୃଢ଼ବର୍ମା
  40. ଦୃଢ଼ରଥ
  41. ଦୃଢ଼ହସ୍ତ
  42. ଦୃଢ଼କ୍ଷେତ୍ର
  43. ଦୃଢ଼ସନ୍ଦ
  44. ଦୃଢ଼ାୟୁଧ
  45. ବିକର୍ଣ୍ଣ
  46. ବିବିଂଶତି
  47. ବିବିତ୍ସୂ
  48. ବିକଟ
  49. ଜଳସନ୍ଧ
  50. ବିନ୍ଦ
  51. ଚିତ୍ର
  52. ଚିତ୍ରାକ୍ଷ
  53. ଚିତ୍ରାଙ୍ଗଦ
  54. ଉପଚିତ୍ର
  55. ସୁବାହୁ
  56. ଚାରୁ
  57. ସମ
  58. ସୁନାଭ
  59. ସେନାପତି
  60. ସୁଲୋଚନ
  61. ନନ୍ଦ
  62. ସୁଷେଣ
  63. ବଳାକୀ
  64. ସୁବର୍ମା
  65. ମହୋଦର
  66. ସୁକୁଣ୍ଡଳ
  67. ଚିତ୍ରବର୍ମା
  68. ଚିତ୍ରବାହୁ
  69. ଭୀମବେଗ
  70. ଭୀମବଳ
  71. ଭୀମବାହୁ
  72. ଭୀମରଥ
  73. ବଳବରଧନ
  74. ବିରାବୀ
  75. ଜରାସନ୍ଧ
  76. ପଣ୍ଡିତକ
  77. ସହସ୍ରବାକ
  78. ସୋମକୀର୍ତ୍ତି
  79. ସତ୍ୟସନ୍ଧ
  80. ସେନାନୀ
  81. ବିଶାଳାକ୍ଷ
  82. ବାତବେଗ
  83. ସୁବର୍ଚ୍ଚା
  84. ସୁହସ୍ତ
  85. ନିଷଙ୍ଗୀ
  86. ଦଣ୍ଡଧର
  87. ବହ୍ୱାଶୀ
  88. ପାଶୀ
  89. ନାଗଦତ୍ତ
  90. ବୀରବାହୁ
  91. ଦୀର୍ଘବାହୁ
  92. ଦୀର୍ଘନେତ୍ର
  93. ଭୀମଶର
  94. ବୀରଚ୍ଚ
  95. ବୀର
  96. ଚିତ୍ରଚାପ
  97. ମହାବାହୁ
  98. ଧନୁଗ୍ରହ
  99. ଚ୍ୟୁତୋରୁ
  100. ରୌଦ୍ରକର୍ମା

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]