ଜ୍ୟୋତିର୍ମୟୀ ବଳ

ଉଇକିପିଡ଼ିଆ‌ରୁ
(Jyotirmayee Balରୁ ଲେଉଟି ଆସିଛି)
ଜ୍ୟୋତିର୍ମୟୀ ବଳ
Occupation(ଓଡ଼ିଆ) ଅଭିନେତ୍ରୀ
Years active୨୦୧୫ରୁ-ଏବେଯାଏଁ

ଜ୍ୟୋତିର୍ମୟୀ ବଳ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ‘ମୁଁ ମିସ୍‍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ‘ମୁଁ ମିସ୍‍ ଓଡ଼ିଶା'-୨୦୧୪ବର୍ଷ ପାଇଁ ବିବେଚିତ ହୋଇଥିଲେ । ଭୁବନେଶ୍ୱରରେ ଏମ୍‍ବିଏ ପଢୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ । ସୁଯୋଗ ମିଳଲେ ବଲିଉଡରେ କାମ କରିବାକୁ ଇଛା ରଖିଛନ୍ତି । [୧]

କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ସେ ଅଭିନୟ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର କଳ୍କୀରେ ଅଭିନୟ କରିଥିଲେ ।

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଜ୍ୟୋତିର୍ମୟୀ ଜିତିଲେ 'ମୁଁ ମିସ ଓଡ଼ିଶା' ମୁକୁଟ" (PDF).[permanent dead link]

ବାହାର ଆଧାର[ସମ୍ପାଦନା]