ଯୋଗେଶ ଚନ୍ଦ୍ର ରାଉତ

ଉଇକିପିଡ଼ିଆ‌ରୁ
(Jogesh Chandra Routରୁ ଲେଉଟି ଆସିଛି)
ଯୋଗେଶ ଚନ୍ଦ୍ର ରାଉତ
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଗୋକୁଳାନନ୍ଦ ପ୍ରହରାଜ
ପର ଅଧିକାରୀଅକ୍ଷୟ କୁମାର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀବାଙ୍କୀ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଗୋକୁଳାନନ୍ଦ ପ୍ରହରାଜ
ପର ଅଧିକାରୀଗୋକୁଳାନନ୍ଦ ପ୍ରହରାଜ
ନିର୍ବାଚନ ମଣ୍ଡଳୀବାଙ୍କୀ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଗୋକୁଳାନନ୍ଦ ପ୍ରହରାଜ
ପର ଅଧିକାରୀଗୋକୁଳାନନ୍ଦ ପ୍ରହରାଜ
ନିର୍ବାଚନ ମଣ୍ଡଳୀବାଙ୍କୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-12-02)ଡିସେମ୍ବର ୨, ୧୯୨୫
ମୃତ୍ୟୁ୧୨ ସେପ୍ଟେମ୍ବର ୨୦୦୯(2009-09-12) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପାଟରାଣୀ ଦେବୀ
ବାପା/ବୋଉଯୁଧିଷ୍ଠୀର ରାଉତ (ବାପା)
ବୃତ୍ତିରାଜନୀତିଜ୍ଞ

ଯୋଗେଶ ଚନ୍ଦ୍ର ରାଉତ (୨ ଡିସେମ୍ବର ୧୯୨୫ - ୧୨ ସେପ୍ଟେମ୍ବର ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଯୋଗେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୭, ୧୯୭୪ ଓ ୧୯୮୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୪ର୍ଥ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଯୋଗେଶ ଚନ୍ଦ୍ର ରାଉତ ୧୯୨୫ ମସିହାର ଡିସେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଯୁଧିଷ୍ଠୀର ରାଉତ ଏବଂ ପତ୍ନୀଙ୍କ ନାମ ପାଟରାଣୀ ଦେବୀ । ଯୋଗେଶଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଏମ୍.ବି.ବି.ଏସ୍. ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯୋଗେଶ ଚନ୍ଦ୍ର ରାଉତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ବାଙ୍କୀ ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ବାଙ୍କୀ ନିର୍ଦ୍ଦଳୀୟ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ବାଙ୍କୀ ନିର୍ଦ୍ଦଳୀୟ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବାଙ୍କୀ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ଯୋଗେଶ ଚନ୍ଦ୍ର ରାଉତ ୨୦୦୯ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Jogesh Chandra Rout". odishaassembly.nic.in. Odisha Assembly. Retrieved 26 February 2020.