Jump to content

ଜୟା ଭଟ୍ଟାଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
(Jaya Bhattacharyaରୁ ଲେଉଟି ଆସିଛି)
ଜୟା ଭଟ୍ଟାଚାର୍ଯ୍ୟ
୨୦୧୫ ମସିହାରେ ଭଟ୍ଟାଚାର୍ଯ୍ୟ
ଜନ୍ମ (1978-07-01) ୧ ଜୁଲାଇ ୧୯୭୮ (ବୟସ ୪୬)[]
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିକ୍ୟୁଁକି ସାସ୍ ଭି କଭି ବହୁ ଥି, ଥପ୍‌କି ପ୍ୟାର୍ କି

ଜୟା ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ ଅଭିନେତ୍ରୀ । ସେ ଦୂରଦର୍ଶନ ଧାରାବାହିକରେ ଖଳନାୟିକା ଭୂମିକରେ ଅଭିନୟ ପାଇଁ ମୁଖ୍ୟତଃ ଜଣାଶୁଣା । ସେ ହିନ୍ଦୀ କଥାଚିତ୍ର ଦେବଦାସଲଜ୍ଜାରେ କ୍ଷୁଦ୍ର ଭୂମିକାରେ ଅଭିନୟ କରିଛନ୍ତି । କ୍ୟୁଁକି ସାସ୍ ଭି କଭି ବହୁ ଥି ଧାରାବାହିକରେ, ସେ ପାୟଲ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[] ଅନ୍ୟ ଧାରାବାହିକ ମଧ୍ୟରେ କସମ ସେରେ ଜିଜ୍ଞାସା, ଝାନ୍ସି କି ରାନୀରେ ସକ୍କୁ ବାଇ, ଗଙ୍ଗାରେ ସୁଧା ବୁଆ ଆଦି ଭୂମିକାରେ ସେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ସିର୍ଫ୍ ତୁମ୍
  • ଫିଜା
  • କ୍ୟୁଁ କି... ମୈ ଝୁଟ୍ ନେହିଁ ବୋଲ୍‌ତା
  • ଦେବଦାସ
  • ଲଜ୍ଜା
  • ହୋ ଶକ୍ତା ହୈ
  • ଜିଜ୍ଞାସା
  • ଏକ୍ ବିବାହ ଐସା ଭି
  • କଳ୍ପବୃକ୍ଷ
  • ଅନ୍ତର୍ଦ୍ୱନ୍ଦ
  • ମିମି

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ସରାବ
  • ପାଲ୍ ଛିନ୍ (୧୯୯୯)
  • ଅମ୍ବର ଧାରା
  • ବନୂ ମୈ ତେରି ଦୁଲ୍‌ହନ୍
  • କାହାନୀ ହମାରେ ମହାଭାରତ କି (୨୦୦୮)
  • କୈସା ୟେ ପ୍ୟାର୍ ହୈ (୨୦୦୫–୨୦୦୬)
  • କରମ ଅପ୍‌ନା ଅପ୍‌ନା (୨୦୦୬)
  • କସମ୍ ସେ (୨୦୦୬–୨୦୦୭)
  • କେଶର
  • କାଞ୍ଚ
  • କୋଶିଷ - ଏକ୍ ଆଶା
  • ଜୟ ହନୁମାନ (୧୯୯୭–୨୦୦୦)
  • ହାତିମ୍ (୨୦୦୪)
  • କ୍ୟୁଁକି ସାସ୍ ଭି କଭି ବହୁ ଥି (୨୦୦୦–୨୦୦୮)
  • ରାଜ୍ କି ଏକ୍ ବାତ୍
  • ସ୍ମୃତି
  • ଜୟ ମା ଦୁର୍ଗା
  • ଥୋଡ଼ି ସି ଜମୀନ୍ ଥୋଡ଼ା ସା ଆସ୍‌ମାନ୍ (୨୦୦୬–୨୦୦୭)
  • ବିରାସତ୍
  • ୱୋ ରେହନେ ୱାଲି ମେହଲୋନ୍ କି
  • ଝାନ୍ସି କି ରାନୀ (୨୦୦୯–୨୦୧୧)
  • ଐସେ କରୋ ନା ବିଦା
  • ରାମଲୀଳା – ଅଜୟ ଦେବଗନ କେ ସାଥ୍
  • ଏକ୍ ଥି ନାୟିକା
  • ଉପନିଷଦ ଗଙ୍ଗା
  • ଦେବୋଁ କା ଦେବ... ମହାଦେବ (୨୦୧୧–୨୦୧୪)
  • ମଧୁବାଳା – ଏକ୍ ଇସ୍କ ଏକ୍ ଜୁନୁନ୍
  • ଭାରତ୍ କା ବୀର୍ ପୁତ୍ର – ମହାରାଣା ପ୍ରତାପ (୨୦୧୪)
  • ଗଙ୍ଗା (୨୦୧୫–୨୦୧୭)
  • ଥପ୍‌କି ପ୍ୟାର୍ କି (୨୦୧୫–୨୦୧୭)
  • ସାବ୍ ଜି (୨୦୧୬)[][]
  • ବଢ଼ୋ ବହୁ (୨୦୧୮)
  • ସିଲ୍‌ସିଲ୍ ବଦ୍‌ଲତେ ରିସ୍ତୋଁ କା (୨୦୧୮–୨୦୧୯)
  • ଦିଲ୍ଲୀ କ୍ରାଇମ୍ (୨୦୧୯)
  • ପିଞ୍ଜରା ଖବ୍‌ସୁର୍‌ତି କା (୨୦୨୦–୨୦୨୧)
  • ଥପ୍‌କି ପ୍ୟାର୍ କି ୨ (୨୦୨୧–୨୦୨୨)
  • ପଲ୍‌କୋଁ କି ଛାଓଁ ମେଁ (୨୦୨୨–୨୦୨୩)
  • ଇମ୍‌ଲି (୨୦୨୪)
  • ଛାତି ମିୟା କି ବିଟିୟା (୨୦୨୪–ଏବେଯାଏଁ)
  1. "Profile and Biodata of Jaya Bhattacharya Cast of Vasundhara in Thapki". Archived from the original on 14 February 2022.
  2. "Jolly good Jaya!". The Times of India. 26 November 2006. Archived from the original on 24 May 2009. Retrieved 22 March 2008.
  3. "TV actress Jaya Bhattacharya to enter hit show 'Badho Bahu' | Free Press Journal". Free Press Journal (in ବ୍ରିଟିଶ୍‌ ଇଂରାଜୀ). 2 May 2018. Archived from the original on 15 July 2018. Retrieved 14 July 2018.
  4. "सिद्धार्थ नागर की सार्थक चित्रम की 'साबजी' दूरदर्शन पर प्रसारण" (in ଆମେରିକୀୟ ଇଂରାଜୀ). 19 June 2016. Archived from the original on 11 September 2018. Retrieved 31 July 2016.
  5. "Saab Ji - Doordarshan National on Twitter". Archived from the original on 9 December 2019. Retrieved 31 July 2016.

ବାହାର ଲିଙ୍କ୍

[ସମ୍ପାଦନା]