Jump to content

ଜୟା ଭଟ୍ଟାଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ଜୟା ଭଟ୍ଟାଚାର୍ଯ୍ୟ
୨୦୧୫ ମସିହାରେ ଭଟ୍ଟାଚାର୍ଯ୍ୟ
ଜନ୍ମ (1978-07-01) ୧ ଜୁଲାଇ ୧୯୭୮ (ବୟସ ୪୮)[୧]
ପେଷାଅଭିନେତ୍ରୀ
ଜଣାଶୁଣାକ୍ୟୁଁକି ସାସ୍ ଭି କଭି ବହୁ ଥି, ଥପ୍‌କି ପ୍ୟାର୍ କି

ଜୟା ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ ଅଭିନେତ୍ରୀ । ସେ ଦୂରଦର୍ଶନ ଧାରାବାହିକରେ ଖଳନାୟିକା ଭୂମିକରେ ଅଭିନୟ ପାଇଁ ମୁଖ୍ୟତଃ ଜଣାଶୁଣା । ସେ ହିନ୍ଦୀ କଥାଚିତ୍ର ଦେବଦାସ ଓ ଲଜ୍ଜାରେ କ୍ଷୁଦ୍ର ଭୂମିକାରେ ଅଭିନୟ କରିଛନ୍ତି । କ୍ୟୁଁକି ସାସ୍ ଭି କଭି ବହୁ ଥି ଧାରାବାହିକରେ, ସେ ପାୟଲ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[୨] ଅନ୍ୟ ଧାରାବାହିକ ମଧ୍ୟରେ କସମ ସେରେ ଜିଜ୍ଞାସା, ଝାନ୍ସି କି ରାନୀରେ ସକ୍କୁ ବାଇ, ଗଙ୍ଗାରେ ସୁଧା ବୁଆ ଆଦି ଭୂମିକାରେ ସେ କାମ କରିଥିଲେ ।[୩]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ସିର୍ଫ୍ ତୁମ୍
  • ଫିଜା
  • କ୍ୟୁଁ କି... ମୈ ଝୁଟ୍ ନେହିଁ ବୋଲ୍‌ତା
  • ଦେବଦାସ
  • ଲଜ୍ଜା
  • ହୋ ଶକ୍ତା ହୈ
  • ଜିଜ୍ଞାସା
  • ଏକ୍ ବିବାହ ଐସା ଭି
  • କଳ୍ପବୃକ୍ଷ
  • ଅନ୍ତର୍ଦ୍ୱନ୍ଦ
  • ମିମି

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ସରାବ
  • ପାଲ୍ ଛିନ୍ (୧୯୯୯)
  • ଅମ୍ବର ଧାରା
  • ବନୂ ମୈ ତେରି ଦୁଲ୍‌ହନ୍
  • କାହାନୀ ହମାରେ ମହାଭାରତ କି (୨୦୦୮)
  • କୈସା ୟେ ପ୍ୟାର୍ ହୈ (୨୦୦୫–୨୦୦୬)
  • କରମ ଅପ୍‌ନା ଅପ୍‌ନା (୨୦୦୬)
  • କସମ୍ ସେ (୨୦୦୬–୨୦୦୭)
  • କେଶର
  • କାଞ୍ଚ
  • କୋଶିଷ - ଏକ୍ ଆଶା
  • ଜୟ ହନୁମାନ (୧୯୯୭–୨୦୦୦)
  • ହାତିମ୍ (୨୦୦୪)
  • କ୍ୟୁଁକି ସାସ୍ ଭି କଭି ବହୁ ଥି (୨୦୦୦–୨୦୦୮)
  • ରାଜ୍ କି ଏକ୍ ବାତ୍
  • ସ୍ମୃତି
  • ଜୟ ମା ଦୁର୍ଗା
  • ଥୋଡ଼ି ସି ଜମୀନ୍ ଥୋଡ଼ା ସା ଆସ୍‌ମାନ୍ (୨୦୦୬–୨୦୦୭)
  • ବିରାସତ୍
  • ୱୋ ରେହନେ ୱାଲି ମେହଲୋନ୍ କି
  • ଝାନ୍ସି କି ରାନୀ (୨୦୦୯–୨୦୧୧)
  • ଐସେ କରୋ ନା ବିଦା
  • ରାମଲୀଳା – ଅଜୟ ଦେବଗନ କେ ସାଥ୍
  • ଏକ୍ ଥି ନାୟିକା
  • ଉପନିଷଦ ଗଙ୍ଗା
  • ଦେବୋଁ କା ଦେବ... ମହାଦେବ (୨୦୧୧–୨୦୧୪)
  • ମଧୁବାଳା – ଏକ୍ ଇସ୍କ ଏକ୍ ଜୁନୁନ୍
  • ଭାରତ୍ କା ବୀର୍ ପୁତ୍ର – ମହାରାଣା ପ୍ରତାପ (୨୦୧୪)
  • ଗଙ୍ଗା (୨୦୧୫–୨୦୧୭)
  • ଥପ୍‌କି ପ୍ୟାର୍ କି (୨୦୧୫–୨୦୧୭)
  • ସାବ୍ ଜି (୨୦୧୬)[୪][୫]
  • ବଢ଼ୋ ବହୁ (୨୦୧୮)
  • ସିଲ୍‌ସିଲ୍ ବଦ୍‌ଲତେ ରିସ୍ତୋଁ କା (୨୦୧୮–୨୦୧୯)
  • ଦିଲ୍ଲୀ କ୍ରାଇମ୍ (୨୦୧୯)
  • ପିଞ୍ଜରା ଖବ୍‌ସୁର୍‌ତି କା (୨୦୨୦–୨୦୨୧)
  • ଥପ୍‌କି ପ୍ୟାର୍ କି ୨ (୨୦୨୧–୨୦୨୨)
  • ପଲ୍‌କୋଁ କି ଛାଓଁ ମେଁ (୨୦୨୨–୨୦୨୩)
  • ଇମ୍‌ଲି (୨୦୨୪)
  • ଛାତି ମିୟା କି ବିଟିୟା (୨୦୨୪–ଏବେଯାଏଁ)
  1. ↑ "Profile and Biodata of Jaya Bhattacharya Cast of Vasundhara in Thapki". Archived from the original on 14 February 2022.
  2. ↑ "Jolly good Jaya!". The Times of India. 26 November 2006. Archived from the original on 24 May 2009. Retrieved 22 March 2008.
  3. ↑ "TV actress Jaya Bhattacharya to enter hit show 'Badho Bahu' | Free Press Journal". Free Press Journal (in ବ୍ରିଟିଶ୍‌ ଇଂରାଜୀ). 2 May 2018. Archived from the original on 15 July 2018. Retrieved 14 July 2018.
  4. ↑ "सिद्धार्थ नागर की सार्थक चित्रम की 'साबजी' दूरदर्शन पर प्रसारण" (in ଆମେରିକୀୟ ଇଂରାଜୀ). 19 June 2016. Archived from the original on 11 September 2018. Retrieved 31 July 2016.
  5. ↑ "Saab Ji - Doordarshan National on Twitter". Archived from the original on 9 December 2019. Retrieved 31 July 2016.

ବାହାର ଲିଙ୍କ୍

[ସମ୍ପାଦନା]