ଜୟା ଭଟ୍ଟାଚାର୍ଯ୍ୟ
ଦେଖଣା
ଜୟା ଭଟ୍ଟାଚାର୍ଯ୍ୟ | |
---|---|
ଜନ୍ମ | [୧] | ୧ ଜୁଲାଇ ୧୯୭୮
ବୃତ୍ତି | ଅଭିନେତ୍ରୀ |
ପ୍ରସିଦ୍ଧି | କ୍ୟୁଁକି ସାସ୍ ଭି କଭି ବହୁ ଥି, ଥପ୍କି ପ୍ୟାର୍ କି |
ଜୟା ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ ଅଭିନେତ୍ରୀ । ସେ ଦୂରଦର୍ଶନ ଧାରାବାହିକରେ ଖଳନାୟିକା ଭୂମିକରେ ଅଭିନୟ ପାଇଁ ମୁଖ୍ୟତଃ ଜଣାଶୁଣା । ସେ ହିନ୍ଦୀ କଥାଚିତ୍ର ଦେବଦାସ ଓ ଲଜ୍ଜାରେ କ୍ଷୁଦ୍ର ଭୂମିକାରେ ଅଭିନୟ କରିଛନ୍ତି । କ୍ୟୁଁକି ସାସ୍ ଭି କଭି ବହୁ ଥି ଧାରାବାହିକରେ, ସେ ପାୟଲ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[୨] ଅନ୍ୟ ଧାରାବାହିକ ମଧ୍ୟରେ କସମ ସେରେ ଜିଜ୍ଞାସା, ଝାନ୍ସି କି ରାନୀରେ ସକ୍କୁ ବାଇ, ଗଙ୍ଗାରେ ସୁଧା ବୁଆ ଆଦି ଭୂମିକାରେ ସେ କାମ କରିଥିଲେ ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ସିର୍ଫ୍ ତୁମ୍
- ଫିଜା
- କ୍ୟୁଁ କି... ମୈ ଝୁଟ୍ ନେହିଁ ବୋଲ୍ତା
- ଦେବଦାସ
- ଲଜ୍ଜା
- ହୋ ଶକ୍ତା ହୈ
- ଜିଜ୍ଞାସା
- ଏକ୍ ବିବାହ ଐସା ଭି
- କଳ୍ପବୃକ୍ଷ
- ଅନ୍ତର୍ଦ୍ୱନ୍ଦ
- ମିମି
ଅଭିନୀତ ଧାରାବାହିକ
[ସମ୍ପାଦନା]- ସରାବ
- ପାଲ୍ ଛିନ୍ (୧୯୯୯)
- ଅମ୍ବର ଧାରା
- ବନୂ ମୈ ତେରି ଦୁଲ୍ହନ୍
- କାହାନୀ ହମାରେ ମହାଭାରତ କି (୨୦୦୮)
- କୈସା ୟେ ପ୍ୟାର୍ ହୈ (୨୦୦୫–୨୦୦୬)
- କରମ ଅପ୍ନା ଅପ୍ନା (୨୦୦୬)
- କସମ୍ ସେ (୨୦୦୬–୨୦୦୭)
- କେଶର
- କାଞ୍ଚ
- କୋଶିଷ - ଏକ୍ ଆଶା
- ଜୟ ହନୁମାନ (୧୯୯୭–୨୦୦୦)
- ହାତିମ୍ (୨୦୦୪)
- କ୍ୟୁଁକି ସାସ୍ ଭି କଭି ବହୁ ଥି (୨୦୦୦–୨୦୦୮)
- ରାଜ୍ କି ଏକ୍ ବାତ୍
- ସ୍ମୃତି
- ଜୟ ମା ଦୁର୍ଗା
- ଥୋଡ଼ି ସି ଜମୀନ୍ ଥୋଡ଼ା ସା ଆସ୍ମାନ୍ (୨୦୦୬–୨୦୦୭)
- ବିରାସତ୍
- ୱୋ ରେହନେ ୱାଲି ମେହଲୋନ୍ କି
- ଝାନ୍ସି କି ରାନୀ (୨୦୦୯–୨୦୧୧)
- ଐସେ କରୋ ନା ବିଦା
- ରାମଲୀଳା – ଅଜୟ ଦେବଗନ କେ ସାଥ୍
- ଏକ୍ ଥି ନାୟିକା
- ଉପନିଷଦ ଗଙ୍ଗା
- ଦେବୋଁ କା ଦେବ... ମହାଦେବ (୨୦୧୧–୨୦୧୪)
- ମଧୁବାଳା – ଏକ୍ ଇସ୍କ ଏକ୍ ଜୁନୁନ୍
- ଭାରତ୍ କା ବୀର୍ ପୁତ୍ର – ମହାରାଣା ପ୍ରତାପ (୨୦୧୪)
- ଗଙ୍ଗା (୨୦୧୫–୨୦୧୭)
- ଥପ୍କି ପ୍ୟାର୍ କି (୨୦୧୫–୨୦୧୭)
- ସାବ୍ ଜି (୨୦୧୬)[୪][୫]
- ବଢ଼ୋ ବହୁ (୨୦୧୮)
- ସିଲ୍ସିଲ୍ ବଦ୍ଲତେ ରିସ୍ତୋଁ କା (୨୦୧୮–୨୦୧୯)
- ଦିଲ୍ଲୀ କ୍ରାଇମ୍ (୨୦୧୯)
- ପିଞ୍ଜରା ଖବ୍ସୁର୍ତି କା (୨୦୨୦–୨୦୨୧)
- ଥପ୍କି ପ୍ୟାର୍ କି ୨ (୨୦୨୧–୨୦୨୨)
- ପଲ୍କୋଁ କି ଛାଓଁ ମେଁ (୨୦୨୨–୨୦୨୩)
- ଇମ୍ଲି (୨୦୨୪)
- ଛାତି ମିୟା କି ବିଟିୟା (୨୦୨୪–ଏବେଯାଏଁ)
ଆଧାର
[ସମ୍ପାଦନା]- ↑ "Profile and Biodata of Jaya Bhattacharya Cast of Vasundhara in Thapki". Archived from the original on 14 February 2022.
- ↑ "Jolly good Jaya!". The Times of India. 26 November 2006. Archived from the original on 24 May 2009. Retrieved 22 March 2008.
- ↑ "TV actress Jaya Bhattacharya to enter hit show 'Badho Bahu' | Free Press Journal". Free Press Journal (in ବ୍ରିଟିଶ୍ ଇଂରାଜୀ). 2 May 2018. Archived from the original on 15 July 2018. Retrieved 14 July 2018.
- ↑ "सिद्धार्थ नागर की सार्थक चित्रम की 'साबजी' दूरदर्शन पर प्रसारण" (in ଆମେରିକୀୟ ଇଂରାଜୀ). 19 June 2016. Archived from the original on 11 September 2018. Retrieved 31 July 2016.
- ↑ "Saab Ji - Doordarshan National on Twitter". Archived from the original on 9 December 2019. Retrieved 31 July 2016.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଜୟା ଭଟ୍ଟାଚାର୍ଯ୍ୟ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଜୟା ଭଟ୍ଟାଚାର୍ଯ୍ୟ