ଜାକବ୍ ପ୍ରଧାନ
ଜାକବ୍ ପ୍ରଧାନ | |
---|---|
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ମନୋଜ କୁମାର ପ୍ରଧାନ |
ପର ଅଧିକାରୀ | ସାଲୁଗା ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଘୁ. ଉଦୟଗିରି |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ |
ବୃତ୍ତି | ରାଜନୀତିଜ୍ଞ |
ଜାକବ୍ ପ୍ରଧାନ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଘୁ. ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଜାକବ୍ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
୨୦୧୪ ନିର୍ବାଚନ
[ସମ୍ପାଦନା]୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜାକବ୍ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୮,୯୫୮ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନଙ୍କୁ ୧୦,୨୮୯ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩][୪][୫]
୨୦୧୯ ନିର୍ବାଚନ
[ସମ୍ପାଦନା]୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଟିକେଟ୍ ପାଇନଥିଲେ ।[୬] ଏହାପରେ ସେ କଂଗ୍ରେସ ଦଳର ଇସ୍ତଫା ଦେଇଥିଲେ[୭] ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ପୁଣିଥରେ ଘୁମୁସର-ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ୧୯୨୦ ଖଣ୍ଡ ଭୋଟ୍ ପାଇବ ସହ ୪ର୍ଥ ସ୍ଥାନରେ ରହିଥିଲେ ।[୮][୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Jacob Pradhan". odishaassembly.nic.in. Odisha Assembly. Retrieved 2 May 2021.
- ↑ "ଜ୍ୟାକବ ପ୍ରଧାନଙ୍କୁ ଟିକେଟ ନଦେବା ପାଇଁ କଂଗ୍ରେସ କର୍ମୀ ହେଲେ ଫେରାଦ, ମାର୍ଚ୍ଚ ୧୦ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ହେବ ଚୂଡାନ୍ତ, ୪ କିନ୍ନର ବି କରିଛନ୍ତି ଆବେଦନ". Prameyanews7. ଭୁବନେଶ୍ୱର. 27 February 2019. Archived from the original on 2 May 2021. Retrieved 2 May 2021.
- ↑ "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 2 September 2014.
- ↑ "Odisha – G.Udayagiri". Election Commission of India. Retrieved 2 September 2014.[permanent dead link]
- ↑ "Orissa Assembly Election 2014, Constituency: G.Udayagiri (83)". EmpoweringIndia.org. Archived from the original on 2 May 2021. Retrieved 2 September 2014.
- ↑ "Denied ticket, Congress MLA Jacob Pradhan files nomination as independent candidate". KalingaTV. 26 March 2019. Retrieved 16 December 2020.
- ↑ "ଦଳ ଛାଡ଼ିଲେ ବିଧାୟକ ଜାକବ୍ ପ୍ରଧାନ". ସମ୍ବାଦ. sambad.in. 27 March 2019. Archived from the original on 2 May 2021. Retrieved 2 May 2021.
- ↑ "Odisha Legislative Assembly Election, 2019". Election Commission of India (in Indian English). Retrieved 16 December 2020.
- ↑ "List of Contesting Candidates(Phase-II) (AC)" (PDF). ceoorissa.nic.in. Office of the Chief Electoral Officer, Odisha. Retrieved 17 April 2019.