Jump to content

ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା

Coordinates: 20°18′00″N 85°52′00″E / 20.299996°N 85.866544°E / 20.299996; 85.866544
ଉଇକିପିଡ଼ିଆ‌ରୁ
(Hi-Tech Medical College & Hospital, Bhubaneswarରୁ ଲେଉଟି ଆସିଛି)
ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା‌, ଭୁବେନଶର
ହାଇ-ଟେକ ଭେଷଜ ମହାବିଦ୍ୟାଳୟ କ୍ୟାମ୍ପସ
ସ୍ଥାପିତ୨୦୦୫
ପ୍ରକାରବେସରକାରୀ ମେଡ଼ିକାଲ କଲେଜ
ଅଧକ୍ଷତିରୁପତି ପାଣିଗ୍ରାହୀ[]
ତଳସ୍ନାତକବର୍ଷକୁ ୧୦୦
ଅବସ୍ଥାନଭୁବନେଶ୍ୱର[], ଓଡ଼ିଶା, ଭାରତ
20°18′00″N 85°52′00″E / 20.299996°N 85.866544°E / 20.299996; 85.866544
ପରିସରନଗର 42 acres (170,000 m2)
ଅନୁବନ୍ଧନଭାରତୀୟ ମେଡ଼ିକାଲ କାଉନସିଲ
ୱେବସାଇଟଏଚ.ଏମ.ଚି.ଏଚ. ଭୁବନେଶ୍ୱର


ହାଇ-ଟେକ ଭେଷଜ କଲେଜ ଓ ହସ୍ପିଟାଲ (HMCH) ଏକ ବେସରକାରୀ, ଅଣ-ଲାଭକାରୀ, ସ୍ୱ-ଅର୍ଜିତ ମେଡ଼ିକାଲ କଲେଜ ।[] ଏହା ୨୦୦୫ ମସିହାରେ ଭାରତୀୟ ମେଡ଼ିକାଲ କାଉନସିଲଠାରୁ ସ୍ୱୀକୃତି ପ୍ରାପ୍ତ ଓଡ଼ିଶାର ପ୍ରଥମ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ମେଡିକାଲ କଲେଜ ଭାବେ ଭୁବନେଶ୍ୱରଠାରେ[] ସ୍ଥାପିତ ହେଇଥିଲା ।[][] ଏଠାରେ ଥିବା ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୨୦ଟି ଜରୁରୀକାଳୀନ ଶଯ୍ୟା ସହ ଅତ୍ୟାଧୁନିକ ସୁବିଧାସମୂହ ଥିବା ଅପରେସନ ଥିଏଟର ରହିଛି । କଲେଜରେ MBBS ସହ BDS ଶିକ୍ଷାପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି । 

ଅବସ୍ଥିତି

[ସମ୍ପାଦନା]

ଏହାର ଅବସ୍ଥିତି ଭୁବନେଶ୍ୱରର ରସୁଲଗଡ଼ ଛକଠାରୁ କଟକ ଯିବା ରାସ୍ତାରେ ପାଣ୍ଡାରାଠାରେ ରହିଛି । କୁଆଖାଇ ସେତୁଠାରୁ ଏହା ୨ କିଲୋମିଟର ଦୁରରେ ଅବସ୍ଥିତ । 

ଆଧାର 

[ସମ୍ପାଦନା]
  1. "P'khemundi MlA not to contest 2019 polls". www.dailypioneer.com. daily pioneer. Archived from the original on 17 July 2019. Retrieved 17 July 2019.
  2. S. Bhushan. Dictionary of Education. Prabhat Prakashan. pp. 323–. ISBN 978-93-5186-819-4.
  3. Saksham Chaudhry (23 June 2018). Medical Colleges Around the World. Dr K Chaudhry. pp. 14–. GGKEY:J4C27RNXNGH.
  4. India. Parliament. Rajya Sabha (9 November 2010). Parliamentary Debates.
  5. "HMCH details at MCI". Medical Council of India. Archived from the original on 14 July 2014. Retrieved 14 July 2005.
  6. "HMCH".