Jump to content

ହରିପାଣି ଜେନ୍ନା

ଉଇକିପିଡ଼ିଆ‌ରୁ
(Hari Pani Jennahରୁ ଲେଉଟି ଆସିଛି)
ହରିପାଣି ଜେନ୍ନା
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀମନୋନୀତ ପ୍ରାର୍ଥୀ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ ଅଧିରାଜ୍ୟ
ଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ବୃତ୍ତିରାଜନୀତିଜ୍ଞ

ହରିପାଣି ଜେନ୍ନା ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ଗଠିତ ହୋଇଥିବା ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ସେ ମନୋନୀତ ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ହରିପାଣି ଜେନ୍ନା ଜଣେ ମନୋନୀତ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।[][]

  1. ୧.୦ ୧.୧ "Shri Hari Pani Jennah". odishaassembly.nic.in. Odisha Assembly. Retrieved 10 November 2023.
  2. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮. ISBN 978-81-89436-54-4. Retrieved 10 November 2023.{{cite book}}: CS1 maint: unrecognized language (link)