ଗଙ୍ଗାଧର ମାଢ଼ୀ

ଉଇକିପିଡ଼ିଆ‌ରୁ
(Gangadhar Madhiରୁ ଲେଉଟି ଆସିଛି)
ଗଙ୍ଗାଧର ମାଢ଼ୀ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୧ ମଇ ୧୯୯୯
ପୂର୍ବ ଅଧିକାରୀପ୍ରହ୍ଲାଦ ଦୋରା
ପର ଅଧିକାରୀମମତା ମାଢ଼ୀ
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀପ୍ରହ୍ଲାଦ ଦୋରା
ପର ଅଧିକାରୀପ୍ରହ୍ଲାଦ ଦୋରା
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପର ଅଧିକାରୀପ୍ରହ୍ଲାଦ ଦୋରା
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀଗୁରୁ ନାୟକ
ପର ଅଧିକାରୀନାକା କନ୍ୟା
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-10-02)୨ ଅକ୍ଟୋବର ୧୯୪୦
ମୃତ୍ୟୁ୧ ମଇ ୧୯୯୯(1999-05-01) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଆର୍), କଂଗ୍ରେସ (ଇ)
ଜୀବନ ସାଥୀରୁକ୍ମଣୀ ମାଢ଼ୀ
ବାପା/ବୋଉଭୀମା ମାଢ଼ୀ (ବାପା)
ବୃତ୍ତିରାଜନୀତିଜ୍ଞ

ଗଙ୍ଗାଧର ମାଢ଼ୀ (୨ ଅକ୍ଟୋବର ୧୯୪୦ - ୧ ମଇ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୯୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ, ୮ମ, ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗଙ୍ଗାଧର ମାଢ଼ୀ ୧୯୪୦ ମସିହାର ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭୀମା ମାଢ଼ୀ ଓ ତାଙ୍କ ପତ୍ନୀଙ୍କ ନାମ ରତ୍ନମାଳା ଦୋରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗଙ୍ଗାଧର ମାଢ଼ୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ମାଲକାନାଗିରି ଭାରତୀୟ ଜାତୀୟ କଂଗ୍ରେସ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ମାଲକାନାଗିରି କଂଗ୍ରେସ (ଆର୍)
୧୯୭୩ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଚିତ୍ରକୋଣ୍ଡା ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଚିତ୍ରକୋଣ୍ଡା କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଚିତ୍ରକୋଣ୍ଡା ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୧ ମଇ ୧୯୯୯ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଚିତ୍ରକୋଣ୍ଡା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ଗଙ୍ଗାଧର ମାଢ଼ୀ ୧୯୯୯ ମସିହାର ମଇ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Gangadhar Madhi". odishaassembly.nic.in. Odisha Assembly. Retrieved 14 April 2022.