ଫେଲବାମେଟ
| Clinical data | |
|---|---|
| Trade names | Felbatol |
| AHFS/Drugs.com | monograph |
| MedlinePlus | a606011 |
| Pregnancy category |
|
| Routes of administration | By mouth (tablets, suspension) |
| Legal status | |
| Legal status |
|
| Pharmacokinetic data | |
| Bioavailability | >90% |
| Metabolism | Liver |
| Elimination half-life | 20–23 hours |
| Identifiers | |
| |
| ECHA InfoCard | 100.042.714 |
| Chemical and physical data | |
| Formula | C11H14N2O4 |
| Molar mass | 238.24 |
| 3D model (JSmol) | |
| |
| |
| (verify) | |
ଫେଲବାମେଟ, ବେପାର ନାମରେ ବିକ୍ରି ହୁଏ ଫେଲବାଟୋଲ, ଏକ ଔଷଧ ଯାହା ଅପସ୍ମାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ବିଶେଷ ଭାବରେ ଆଂଶିକ ବାତ ଏବଂ ଲେନୋକ୍ସ - ଗ୍ୟାସଟଟ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [୧] ଏହା କେବଳ ସୁରକ୍ଷିତ ବିକଳ୍ପ ସହିତ ସୁପାରିଶ କରାଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ ହ୍ରାସ, ବାନ୍ତି, ଶୋଇବାରେ ଅସୁବିଧା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟାରେ ଆପ୍ଲାଷ୍ଟିକ୍ ରକ୍ତହୀନତା, ଯକୃତ ବିଫଳତା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଆତ୍ମହତ୍ୟା ଅନ୍ତର୍ଭୁକ୍ତ ହୋଇପାରେ
।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା କିପରି କାମ କରେ ତାହା ସ୍ପଷ୍ଟ ନୁହେଁ ।[୧]
୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେଲବାମେଟ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ଏହା ଅନୁମୋଦିତ ନୁହେଁ, କିନ୍ତୁ ଅନ୍ୟ ବିକଳ୍ପ ପ୍ରଭାବଶାଳୀ ନ ହେଲେ ଏହା ଅଣାଯାଇପାରିବ ।[୨] ଯୁକ୍ତରାଷ୍ଟ୍ରରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୫ ଡଲାର ଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Felbamate Monograph for Professionals". Drugs.com (in ଇଂରାଜୀ). Archived from the original on 6 November 2021. Retrieved 10 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 324. ISBN 978-0857114105.
- ↑ "Felbamate Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.