Jump to content

ଫେଲବାମେଟ

ଉଇକିପିଡ଼ିଆ‌ରୁ
ଫେଲବାମେଟ
Clinical data
Trade namesFelbatol
AHFS/Drugs.commonograph
MedlinePlusa606011
Pregnancy
category
  • US: C (Risk not ruled out)
    Routes of
    administration
    By mouth (tablets, suspension)
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability>90%
    MetabolismLiver
    Elimination half-life20–23 hours
    Identifiers
    • (3-carbamoyloxy-2-phenylpropyl) carbamate
    ECHA InfoCard100.042.714 Edit this at Wikidata
    Chemical and physical data
    FormulaC11H14N2O4
    Molar mass238.24
    3D model (JSmol)
    • O=C(N)OCC(c1ccccc1)COC(N)=O
    • InChI=1S/C11H14N2O4/c12-10(14)16-6-9(7-17-11(13)15)8-4-2-1-3-5-8/h1-5,9H,6-7H2,(H2,12,14)(H2,13,15) checkY
    • Key:WKGXYQFOCVYPAC-UHFFFAOYSA-N checkY
      (verify)

    ଫେଲବାମେଟ, ବେପାର ନାମରେ ବିକ୍ରି ହୁଏ ଫେଲବାଟୋଲ, ଏକ ଔଷଧ ଯାହା ଅପସ୍ମାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ବିଶେଷ ଭାବରେ ଆଂଶିକ ବାତ ଏବଂ ଲେନୋକ୍ସ - ଗ୍ୟାସଟଟ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [] ଏହା କେବଳ ସୁରକ୍ଷିତ ବିକଳ୍ପ ସହିତ ସୁପାରିଶ କରାଯାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ ହ୍ରାସ, ବାନ୍ତି, ଶୋଇବାରେ ଅସୁବିଧା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟାରେ ଆପ୍ଲାଷ୍ଟିକ୍ ରକ୍ତହୀନତା, ଯକୃତ ବିଫଳତା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଆତ୍ମହତ୍ୟା ଅନ୍ତର୍ଭୁକ୍ତ ହୋଇପାରେ

    [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା କିପରି କାମ କରେ ତାହା ସ୍ପଷ୍ଟ ନୁହେଁ ।[]

    ୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେଲବାମେଟ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ଏହା ଅନୁମୋଦିତ ନୁହେଁ, କିନ୍ତୁ ଅନ୍ୟ ବିକଳ୍ପ ପ୍ରଭାବଶାଳୀ ନ ହେଲେ ଏହା ଅଣାଯାଇପାରିବ ।[] ଯୁକ୍ତରାଷ୍ଟ୍ରରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୫ ଡଲାର ଥିଲା ।[]

    1. 1 2 3 4 5 6 7 8 9 "Felbamate Monograph for Professionals". Drugs.com (in ଇଂରାଜୀ). Archived from the original on 6 November 2021. Retrieved 10 December 2021.
    2. BNF 81: March-September 2021. BMJ Group and the Pharmaceutical Press. 2021. p. 324. ISBN 978-0857114105.
    3. "Felbamate Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.