ଆଳୁ ଦମ

ଉଇକିପିଡ଼ିଆ‌ରୁ
(Dum Alooରୁ ଲେଉଟି ଆସିଛି)
ଆଳୁ ଦମ
ଆଳୁ ଦମ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନଆଳୁ

ଉପାଦାନ[ସମ୍ପାଦନା]

  • ଆଳୁ - ୫-୬ଟି
  • ତେଲ - ଆବଶ୍ୟକତା ଅନୁସାରେ
  • ଲୁଣ - ଆବଶ୍ୟକତା ଅନୁସାରେ
  • ହଳଦୀ - ୧ ଚାମଚ
  • ପଞ୍ଚଫୁଟଣ - ଆବଶ୍ୟକତା ଅନୁସାରେ
  • ଶୁଖିଲା ଲଙ୍କା -୨ରୁ ୩ଟି
  • ପିଆଜରସୁଣ ବଟା

ତିଆରି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ଆଳୁ ଗୁଡ଼ିକୁ ଭଲ ଭାବରେ ଧୋଇ ତାକୁ ସିଜାଇ ଦିଅନ୍ତୁ।[୧][୨] ତାପରେ କରେଇ ବସାଇ ସେଥିରେ 1ରୁ 2 ଚାମୁଚ୍ ତେଲ ପକାଇ ଟିକିଏ ଜୀରା,ତେଜପତ୍ର ପକାଇ ମସଲା(ଅଦା,ରସୁଣ,ପିଆଜ ବଟା) ପକାଇ ଖରଡ଼ନ୍ଠୁ। ତାପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ସିଜା ଯାଇଥିବା ଆଳୁକୁ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ ଏବଂ ପାଣି ଦେଇ କିଛି ସମୟ ଫୁଟାନ୍ତୁ।ଏବେ ଏହା ପ୍ଲେଟରେ କାଢି ପରସନ୍ତୁ।[୩]

ଆଧାର[ସମ୍ପାଦନା]

  1. Beyond Wazwan: A Peek into the Cuisine of Kashmiri Pandits
  2. "The Dum Aloo trail from Kashmir to Kolkata". Archived from the original on 2016-12-21. Retrieved 2017-10-21.
  3. "'Dama Oluv'". Archived from the original on 2012-05-18.

[୧]

  1. alu dum, receipe. "Aludum". nuaodisha.com. Retrieved 20 August 2016.