ଧନେଶ୍ୱର କୁମ୍ଭାର
Appearance
(Dhaneswar Kumbharରୁ ଲେଉଟି ଆସିଛି)
ଧନେଶ୍ୱର କୁମ୍ଭାର | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ଦେବରାଜ ସେଠ |
ପର ଅଧିକାରୀ | ଅଚ୍ୟୁତ ବିଶ୍ୱାଳ |
ନିର୍ବାଚନ ମଣ୍ଡଳୀ | ସୋନପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଅଗଷ୍ଟ ୧୯୩୬ |
ମୃତ୍ୟୁ | ୧୭ ମାର୍ଚ୍ଚ ୨୦୦୦ | (ବୟସ ୬୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଲତା କୁମ୍ଭାର |
ବାପା/ବୋଉ | କ୍ଷେତ୍ରବାସୀ କୁମ୍ଭାର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଧନେଶ୍ୱର କୁମ୍ଭାର (ଜନ୍ମ: ୧୫ ଅଗଷ୍ଟ ୧୯୩୬ - ୧୭ ମାର୍ଚ୍ଚ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଧନେଶ୍ୱର କୁମ୍ଭାର ୧୯୩୬ ମସିହାର ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ କୁମ୍ଭାର ଓ ପତ୍ନୀଙ୍କ ନାମ ଲତା କୁମ୍ଭାର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଧନେଶ୍ୱର କୁମ୍ଭାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଧନେଶ୍ୱର କୁମ୍ଭାର ୨୦୦୦ ମସିହାର ମାର୍ଚ୍ଚ ୧୭ ତାରିଖରେ ୬୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Dhaneswar Kumbhar". odishaassembly.nic.in. Odisha Assembly. Retrieved 23 August 2021.