ଡେସୋକ୍ସିମେଟାସୋନ
ଦେଖଣା
(Desoximetasoneରୁ ଲେଉଟି ଆସିଛି)
| Clinical data | |
|---|---|
| Trade names | Topicort, Emcor, Desacort |
| AHFS/Drugs.com | monograph |
| MedlinePlus | a605026 |
| Routes of administration | Topical |
| ATC code | |
| Legal status | |
| Legal status |
|
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| ECHA InfoCard | 100.006.224 |
| Chemical and physical data | |
| Formula | C22H29FO4 |
| Molar mass | ୩୭୬.୪୭ g·mol−1 |
| 3D model (JSmol) | |
| |
| |
| | |
ଡେସୋକ୍ସିମେଟାସୋନ, ଅନେକ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହାଚର୍ମରୋଗ ଏବଂ ସୋରିୟାସିସ୍ ସମେତ ବିଭିନ୍ନ ବିଭିନ୍ନ ଚର୍ମ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରତିଦିନ ଦୁଇଥର ପ୍ରୟୋଗ କରାଯାଏ । [୧]
ଆପେକ୍ଷିକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱଳନ, ଅଧିକ କେଶ ବୃଦ୍ଧି, ଚର୍ମ ଭାଙ୍ଗିବା, ବ୍ରଣ, ସଂକ୍ରମଣ, ଚର୍ମ ଆଟ୍ରୋଫି ଏବଂ ଷ୍ଟ୍ରିଆ (striae) ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ପ୍ରକ୍ର କର୍ଟିକୋଷ୍ଟିରଏଡ ।[୧]
୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡେସୋକ୍ସିମେଟାସୋନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୬୦ ଗ୍ରାମ ବିଶିଷ୍ଟ ଏକ ଟ୍ୟୁବର ମୂଲ୍ୟ ପ୍ରାୟ ୩୫ ଡଲାର୍ ଥିଲା । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Desoximetasone Monograph for Professionals". Drugs.com. Archived from the original on 11 August 2020. Retrieved 23 December 2021.
- ↑ ୨.୦ ୨.୧ "Desoximetasone Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 23 December 2021.