ଦୀନଦୟାଲ ଗୁପ୍ତା
ଦେଖଣା
(Deendayal Guptaରୁ ଲେଉଟି ଆସିଛି)
ଦୀନଦୟାଲ ଗୁପ୍ତା | |
---|---|
ସଭ୍ୟ: ମଧ୍ୟପ୍ରଦେଶ ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ସଭ୍ୟ: ମହାରାଷ୍ଟ୍ର ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୦ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୦୯ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଘର | ନାଗପୁର |
ଦୀନଦୟାଲ ଗୁପ୍ତା (୧୯୦୯ – ୧୯୫୭ ପରେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସ ସହିତ ଜଡ଼ିତ ରାଜନେତା ଥିଲେ, ଯିଏକି ମଧ୍ୟପ୍ରଦେଶ ବିଧାନ ସଭାକୁ ୧୯୫୨ ମସିହାରେ ନିର୍ବାଚିତ ହୋଇଥିଲେ । ସେ ରବିଶଙ୍କର ଶୁକ୍ଲା ସରକାରରେ ମଧ୍ୟପ୍ରଦେଶର ଖାଦ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୫୬ ମସିହାରୁ ୧୯୫୭ ମସିହା ପର୍ଯ୍ୟନ୍ତ ବମ୍ବେ ରାଜ୍ୟର ଖାଦ୍ୟ, ପୁନର୍ବାସ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ସେ ମହାରାଷ୍ଟ୍ର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାର ଉପାଧକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩][୪][୫]
ଆଧାର
[ସମ୍ପାଦନା]- ↑ Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 486.
- ↑ Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 485.
- ↑
"हां-ना के बाद नागपुर फाइनल" (in Hindi). Daily Bhaskar. 24 October 2012.
{{cite news}}
: CS1 maint: unrecognized language (link) - ↑ Verinder Grover, Ranjana Arora (1996). Encyclopaedia of India and her states: Gujarat, Madhya Pradesh, Maharastra, Volume 6. p. 184.
- ↑ S. H. Belavadi (1988). Maharashtra Legislative Assembly, 50 Years (1937-87): Its Genesis, Growth, and Work. p. 417.