ଦେବାଶିଷ ସାମନ୍ତରାୟ (ରାଜନୀତିଜ୍ଞ)

ଉଇକିପିଡ଼ିଆ‌ରୁ
(Debashish Samantaray (Politician)ରୁ ଲେଉଟି ଆସିଛି)


ଦେବାଶିଷ ସାମନ୍ତରାୟ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀବସନ୍ତ କୁମାର ବିଶ୍ୱାଳ
ପର ଅଧିକାରୀଚିରଞ୍ଜୀବ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀସମିର ଦେ
ପର ଅଧିକାରୀମହମ୍ମଦ ମୋକିମ୍
ନିର୍ବାଚନ ମଣ୍ଡଳୀବାରବାଟି-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-02-11) ୧୧ ଫେବୃଆରୀ ୧୯୬୦ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବିତସ୍ତା ସାମନ୍ତରାୟ
ବାପା/ବୋଉନିତ୍ୟାନନ୍ଦ ସାମନ୍ତରାୟ (ବାପା)
ହେମଲତା ସାମନ୍ତରାୟ (ମାଆ)
ବୃତ୍ତିରାଜନୀତିଜ୍ଞ

ଦେବାଶିଷ ସାମନ୍ତରାୟ (ଜନ୍ମ: ୧୧ ଫେବୃଆରୀ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଦେବାଶିଷ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ଓ ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦେବାଶିଷ ସାମନ୍ତରାୟ ୧୯୬୦ ମସିହାର ଫେବୃଆରୀ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିତ୍ୟାନନ୍ଦ ସାମନ୍ତରାୟ ଏବଂ ପତ୍ନୀଙ୍କ ନାମ ବିତସ୍ତା ସାମନ୍ତରାୟ ।[୧] ଦେବାଶିଷଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧] ତାଙ୍କ ବାପା ନିତ୍ୟାନନ୍ଦ ସାମନ୍ତରାୟ ଜଣେ ରାଜନେତା ଭାବରେ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଦେବାଶିଷ ସାମନ୍ତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାରବାଟି-କଟକ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବାରବାଟି-କଟକ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Debashish Samantaray". odishaassembly.nic.in. Odisha Assembly. Retrieved 12 March 2020.
  2. "Former Odisha lawmaker Nityananda Samantray passes away". KalingaTV (in English). Cuttack. 23 February 2018. Archived from the original on 18 May 2022. Retrieved 18 May 2022.{{cite news}}: CS1 maint: unrecognized language (link)