ଦଉଲତ ଗଣ୍ଡ

ଉଇକିପିଡ଼ିଆ‌ରୁ
(Daulata Gandaରୁ ଲେଉଟି ଆସିଛି)
ଦଉଲତ ଗଣ୍ଡ
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୭
ପୂର୍ବ ଅଧିକାରୀଅନନ୍ତରାମ ନନ୍ଦ
ପର ଅଧିକାରୀନୀଳାମ୍ବର ରାୟଗୁରୁ
ନିର୍ବାଚନ ମଣ୍ଡଳୀସୋନପୁର
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀନୀରା ଗଣ୍ଡ
ବିଲା ଗଣ୍ଡ
ବାପା/ବୋଉଶ୍ରୀରାମ ଗଣ୍ଡ (ବାପା)
ବୃତ୍ତିରାଜନୀତିଜ୍ଞ

ଦଉଲତ ଗଣ୍ଡ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦଉଲତ ଗଣ୍ଡଙ୍କ ବାପାଙ୍କ ନାମ ଶ୍ରୀରାମ ଗଣ୍ଡ ଏବଂ ପତ୍ନୀଙ୍କ ନାମ ନୀରା ଗଣ୍ଡ ଓ ବିଲା ଗଣ୍ଡ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦଉଲତ ଗଣ୍ଡ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Daulata Ganda". odishaassembly.nic.in. Odisha Assembly. Retrieved 18 August 2021.