ଡପୁ ଖାଁ
ଦେଖଣା
(Dapu Khanରୁ ଲେଉଟି ଆସିଛି)
ଡପୁ ଖାଁ | |
---|---|
ଜନ୍ମ | |
ମୃତ୍ୟୁ | ୧୩ ମାର୍ଚ୍ଚ ୨୦୨୧ |
ଜାତୀୟତା | ଭାରତୀୟ |
ବୃତ୍ତି | ଲୋକଗୀତ ଗାୟକ |
ପ୍ରସିଦ୍ଧି | କାମାଇଚ ବାଦ୍ୟ |
ଉଲ୍ଲେଖନୀୟ କୃତି | ମୁମାଲ |
ଡପୁ ଖାଁ ମିରାସୀ ଜଣେ ରାଜସ୍ଥାନୀ ଲୋକଗୀତ ଗାୟକ ଥିଲେ । ସେ ୩୦ ବର୍ଷରୁ ଅଧିକ ସମୟ ଧରି ଜୈସଲମେର ଦୁର୍ଗରେ ଭାରତ ତଥା ବିଦେଶର ପର୍ଯ୍ୟଟକଙ୍କୁ ମନୋରଞ୍ଜନ କରୁଥିଲେ । ୨୦୨୧ ମସିହାର ମାର୍ଚ୍ଚ ୧୩ ତାରିଖରେ ସେ ମୃତ୍ୟବରଣ କରିଥିଲେ ।[୧][୨] ସେ ଦୁନିଆର ସବୁଠାରୁ ପୁରୁଣା ବାଦ୍ୟଯନ୍ତ୍ର କାମାଇଚରେ ନିପୂଣ ଥିଲେ ।[୩][୪]
ଜନ୍ମ
[ସମ୍ପାଦନା]ସେ ଫତେଗଡ଼ ଜିଲ୍ଲାର ଜୈସଲମେରଠାରୁ ୧୨୭ କିଲୋମିଟର ଦୂର ଭଡଲି ଗାଁରେ ଜନ୍ମଗ୍ରହଣ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]୨୦୨୧ ମସିହାର ମାର୍ଚ୍ଚ ୧୩ ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ ZEE Rajasthan. "Rajasthan के लोक कलाकार दपु खान का निधन, Coke Studio सिंगर और 'मूमल' से थे मशहूर". zeenews.india.com. Retrieved 13 March 2021.
- ↑ News 18 Hindi. "'मूमल' गीत से मशहूर हुए लोक गायक दपु खान नहीं रहे, 25 साल एक ही जगह बैठकर गाया". news18.com. Retrieved 14 March 2021.
{{cite web}}
: CS1 maint: numeric names: authors list (link) - ↑ The Wire. "Dapu Khan Merasi, the Voice of the Jaisalmer Fort". thewire.in. Retrieved 23 October 2017.
- ↑ Jaisalmer News. "Dapu Khan Mirasi – The King Of Kamaicha And Sarangi Musical Instrument". jaisalmernews.com. Retrieved 20 March 2021.
- ↑ Dilip Soni (March 13, 2021). "जैसलमेर : नही रहे मूमल गीत वाले लोक कलाकार दपु खान मिरासी". Hello Rajasthan.
ବାହାର ଲିଙ୍କ୍
[ସମ୍ପାଦନା]- ଆନାହଦ ଫାଉଣ୍ଡେସନରେ ଡପୁ ଖାନ୍