ଡପୁ ଖାଁ

ଉଇକିପିଡ଼ିଆ‌ରୁ
ଡପୁ ଖାଁ
ଜନ୍ମ
ମୃତ୍ୟୁ୧୩ ମାର୍ଚ୍ଚ ୨୦୨୧
ଜାତୀୟତାଭାରତୀୟ
ବୃତ୍ତିଲୋକଗୀତ ଗାୟକ
ପ୍ରସିଦ୍ଧିକାମାଇଚ ବାଦ୍ୟ
ଉଲ୍ଲେଖନୀୟ କୃତିମୁମାଲ

ଡପୁ ଖାଁ ମିରାସୀ ଜଣେ ରାଜସ୍ଥାନୀ ଲୋକଗୀତ ଗାୟକ ଥିଲେ । ସେ ୩୦ ବର୍ଷରୁ ଅଧିକ ସମୟ ଧରି ଜୈସଲମେର ଦୁର୍ଗରେ ଭାରତ ତଥା ବିଦେଶର ପର୍ଯ୍ୟଟକଙ୍କୁ ମନୋରଞ୍ଜନ କରୁଥିଲେ । ୨୦୨୧ ମସିହାର ମାର୍ଚ୍ଚ ୧୩ ତାରିଖରେ ସେ ମୃତ୍ୟବରଣ କରିଥିଲେ ।[୧][୨] ସେ ଦୁନିଆର ସବୁଠାରୁ ପୁରୁଣା ବାଦ୍ୟଯନ୍ତ୍ର କାମାଇଚରେ ନିପୂଣ ଥିଲେ ।[୩][୪]

ଜନ୍ମ[ସମ୍ପାଦନା]

ସେ ଫତେଗଡ଼ ଜିଲ୍ଲାର ଜୈସଲମେରଠାରୁ ୧୨୭ କିଲୋମିଟର ଦୂର ଭଡଲି ଗାଁରେ ଜନ୍ମଗ୍ରହଣ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

୨୦୨୧ ମସିହାର ମାର୍ଚ୍ଚ ୧୩ ତାରିଖରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।[୫]

ଆଧାର[ସମ୍ପାଦନା]

  1. ZEE Rajasthan. "Rajasthan के लोक कलाकार दपु खान का निधन, Coke Studio सिंगर और 'मूमल' से थे मशहूर". zeenews.india.com. Retrieved 13 March 2021.
  2. News 18 Hindi. "'मूमल' गीत से मशहूर हुए लोक गायक दपु खान नहीं रहे, 25 साल एक ही जगह बैठकर गाया". news18.com. Retrieved 14 March 2021.{{cite web}}: CS1 maint: numeric names: authors list (link)
  3. The Wire. "Dapu Khan Merasi, the Voice of the Jaisalmer Fort". thewire.in. Retrieved 23 October 2017.
  4. Jaisalmer News. "Dapu Khan Mirasi – The King Of Kamaicha And Sarangi Musical Instrument". jaisalmernews.com. Retrieved 20 March 2021.
  5. Dilip Soni (March 13, 2021). "जैसलमेर : नही रहे मूमल गीत वाले लोक कलाकार दपु खान मिरासी". Hello Rajasthan.

ବାହାର ଲିଙ୍କ୍[ସମ୍ପାଦନା]