ଦାଦା ଧର୍ମାଧିକାରୀ
Appearance
(Dada Dharmadhikariରୁ ଲେଉଟି ଆସିଛି)
ଦାଦା ଧର୍ମାଧିକାରୀ | |
---|---|
ଜନ୍ମ | ଶଙ୍କର ତ୍ରିମ୍ବକ୍ ଧର୍ମାଧିକାରୀ ୧୮ ଜୁନ ୧୮୯୯ ବାଇତୁଲ, ମଧ୍ୟ ପ୍ରଦେଶ, ବ୍ରିଟିଶ ଭାରତ |
ମୃତ୍ୟୁ | ୧ ଡିସେମ୍ବର ୧୯୮୫ ୱାର୍ଦ୍ଧା, ]]ଭାରତ]] | (ବୟସ ୮୬)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଦାଦା ଧର୍ମାଧିକାରୀ |
ବୃତ୍ତି(ସମୂହ) | ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ |
ପ୍ରସିଦ୍ଧି | ଭାରତୀୟ ସ୍ୱାଧୀନତା ଆନ୍ଦୋଳନ |
ଶଙ୍କର ତ୍ରିମ୍ବକ୍ ଧର୍ମାଧିକାରୀ (୧୮ ଜୁନ୍ ୧୮୯୯ – ୧ ଡିସେମ୍ବର ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତରେ ସାମାଜିକ ସଂସ୍କାର ଆନ୍ଦୋଳନର ପ୍ରମୁଖ ଥିଲେ ।[୧] ସେ ମୁଖ୍ୟତଃ ଦାଦା ଧର୍ମାଧିକାରୀ ଭାବରେ ଜଣାଶୁଣା ।ସେ ମହାତ୍ମା ଗାନ୍ଧୀଙ୍କ ନୀତିର ଜଣେ ଦୃଢ଼ ଆନୁଗତ ଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୮୯୯ ମସିହାର ଜୁନ ୧୮ ତାରିଖରେ ମଧ୍ୟ ପ୍ରଦେଶର ବାଇତୁଲଠାରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଇନ୍ଦୋର ଖ୍ରୀଷ୍ଟିଆନ କଲେଜରେ ଅଧ୍ୟୟନ କରିଥିଲେ ଏବଂ ପରେ ନାଗପୁରର ମୋରିସ୍ କଲେଜରେ ଅଧ୍ୟୟନ କରିଥିଲେ । ସେ ପ୍ରାୟ ଏକ ବର୍ଷ ଧରି ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅଦୈତ ବେଦାନ୍ତ ଅଧ୍ୟୟନ କରିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଅବଦାନ
[ସମ୍ପାଦନା]ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳରେ ଯୋଗ ଦେବା ପାଇଁ ସେ ତାଙ୍କର ପାଠପଢ଼ା ଅଧାରୁ ଛାଡ଼ିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]୧୯୮୫ ମସିହାର ଡିସେମ୍ବର ୧ ତାରିଖରେ ୱାର୍ଦ୍ଧାଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ M. V. Kamath (1995). Gandhi's Coolie: Life & Times of Ramkrishna Bajaj. Allied Publishers. p. 124. ISBN 9788170234876.
- ↑ "Acharya Dada Dharmadhikari - A free and truly liberated Gandhian thinker | Dada Dharmadhikari | Associates of Gandhi". www.mkgandhi.org. Retrieved 2023-07-09.