କ୍ରାଇଜୋଟିନିବ
| Clinical data | |
|---|---|
| Trade names | Xalkori, others |
| Synonyms | PF-02341066 1066 |
| AHFS/Drugs.com | monograph |
| MedlinePlus | a612018 |
| data |
|
| Pregnancy category |
|
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Bioavailability | 43% |
| Protein binding | 91% |
| Metabolism | Liver (CYP3A4/CYP3A5-mediated) |
| Elimination half-life | 42 hours |
| Excretion | Faeces (63%), urine (22%) |
| Identifiers | |
| |
| ECHA InfoCard | 100.166.440 |
| Chemical and physical data | |
| Formula | C21H22Cl2FN5O |
| Molar mass | ୪୫୦.୩୪ g·mol−1 |
| 3D model (JSmol) | |
| |
| |
| (verify) | |
କ୍ରାଇଜୋଟିନିବ, ଅନ୍ୟମାନଙ୍କ ମଧ୍ୟରେ ଜାଲକୋରି (Xalkori) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଏକ ଅଣ-ଛୋଟ ଫୁସଫୁସ (NSCLC) କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅଗ୍ରବର୍ତ୍ତୀ ରୋଗ ପାଇଁ ବ୍ୟବହୃତ ହୁଏ ଯାହାକି ଏଏଲକେ-ପଜିଟିଭ୍ କିମ୍ବା ଆରଓଏସ୧-ପଜିଟିଭ୍ | [୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ଶକ୍ତି ସମସ୍ୟା, ବାନ୍ତି, ତରଳ ଝାଡ଼ା, ଫୁଲା, ଯକୃତ ସମସ୍ୟା, ମୁଣ୍ଡ ବୁଲାଇବା, ସ୍ନାୟୁ ଯନ୍ତ୍ରଣା, ଥକାପଣ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କ୍ୟୁଟି ବିସ୍ତାର ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । [୨] ଏହା ଏକ ରିସେପ୍ଟର ଟାଇରୋସିନ୍ କାଇନେଜ (RTK) ନିରୋଧକ ।[୧]
୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରାଇଜୋଟିନିବ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚର ମୂଲ୍ୟ ୨୦୨୧ରେ ୪,୭୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯,୪୦୦ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Xalkori EPAR". European Medicines Agency (EMA). Archived from the original on 19 April 2021. Retrieved 18 April 2021.
- ↑ ୨.୦ ୨.୧ ୨.୨ "Xalkori- crizotinib capsule". DailyMed. Archived from the original on 9 October 2021. Retrieved 18 April 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1019. ISBN 978-0857114105.
- ↑ "Xalkori Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 December 2019. Retrieved 7 January 2022.