Jump to content

କ୍ରାଇଜୋଟିନିବ

ଉଇକିପିଡ଼ିଆ‌ରୁ
କ୍ରାଇଜୋଟିନିବ
Clinical data
Trade namesXalkori, others
SynonymsPF-02341066
1066
AHFS/Drugs.commonograph
MedlinePlusa612018
data
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability43%
    Protein binding91%
    MetabolismLiver (CYP3A4/CYP3A5-mediated)
    Elimination half-life42 hours
    ExcretionFaeces (63%), urine (22%)
    Identifiers
    • 3-[(1R)-1-(2,6-dichloro-3-fluorophenyl)ethoxy]-5-(1-piperidin-4-ylpyrazol-4-yl)pyridin-2-amine
    ECHA InfoCard100.166.440 Edit this at Wikidata
    Chemical and physical data
    FormulaC21H22Cl2FN5O
    Molar mass୪୫୦.୩୪ g·mol−1
    3D model (JSmol)
    • C1(=C(C=CC(=C1[C@H](OC2=C(N=CC(=C2)C3=C[N](N=C3)C4CCNCC4)N)C)Cl)F)Cl
    • InChI=1S/C21H22Cl2FN5O/c1-12(19-16(22)2-3-17(24)20(19)23)30-18-8-13(9-27-21(18)25)14-10-28-29(11-14)15-4-6-26-7-5-15/h2-3,8-12,15,26H,4-7H2,1H3,(H2,25,27)/t12-/m1/s1 checkY
    • Key:KTEIFNKAUNYNJU-GFCCVEGCSA-N checkY
      (verify)

    କ୍ରାଇଜୋଟିନିବ, ଅନ୍ୟମାନଙ୍କ ମଧ୍ୟରେ ଜାଲକୋରି (Xalkori) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଏକ ଅଣ-ଛୋଟ ଫୁସଫୁସ (NSCLC) କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଅଗ୍ରବର୍ତ୍ତୀ ରୋଗ ପାଇଁ ବ୍ୟବହୃତ ହୁଏ ଯାହାକି ଏଏଲକେ-ପଜିଟିଭ୍ କିମ୍ବା ଆରଓଏସ୧-ପଜିଟିଭ୍ | [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ଶକ୍ତି ସମସ୍ୟା, ବାନ୍ତି, ତରଳ ଝାଡ଼ା, ଫୁଲା, ଯକୃତ ସମସ୍ୟା, ମୁଣ୍ଡ ବୁଲାଇବା, ସ୍ନାୟୁ ଯନ୍ତ୍ରଣା, ଥକାପଣ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କ୍ୟୁଟି ବିସ୍ତାର ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । [] ଏହା ଏକ ରିସେପ୍ଟର ଟାଇରୋସିନ୍ କାଇନେଜ (RTK) ନିରୋଧକ ।[]

    ୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରାଇଜୋଟିନିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚର ମୂଲ୍ୟ ୨୦୨୧ରେ ୪,୭୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯,୪୦୦ ଡଲାର ଥିଲା ।[]

    1. 1 2 3 "Xalkori- crizotinib capsule". DailyMed. Archived from the original on 9 October 2021. Retrieved 18 April 2021.
    2. 1 2 3 4 5 6 7 8 "Xalkori EPAR". European Medicines Agency (EMA). Archived from the original on 19 April 2021. Retrieved 18 April 2021.
    3. BNF 81: March-September 2021. BMJ Group and the Pharmaceutical Press. 2021. p. 1019. ISBN 978-0857114105.
    4. "Xalkori Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 December 2019. Retrieved 7 January 2022.