Jump to content

କ୍ଲୋରପ୍ରୋପାମାଇଡ

ଉଇକିପିଡ଼ିଆ‌ରୁ
(Chlorpropamideରୁ ଲେଉଟି ଆସିଛି)
<span title="International nonproprietary name (INN): <nowiki>Mr. Ibrahem/Chlorpropamide</nowiki>">Mr. Ibrahem/Chlorpropamide
Clinical data
Pronunciation klor proe' pa mide[]
Trade names Diabinese, Glucamide, others
AHFS/Drugs.com Monograph Archived 2021-03-04 at the Wayback Machine.
MedlinePlus a682479
License data
  • <abbr class="country-name" title="<nowiki>United States</nowiki>">US FDA: Chlorpropamide
Pregnancy
</nowiki>
</nowiki>category
  • <abbr class="country-name" title="<nowiki>Australia</nowiki>">AU: C
Routes of
</nowiki>
</nowiki>administration
By mouth
Drug class 1st generation sulfonylurea
Legal status
Legal status
  • <abbr class="country-name" title="<nowiki>Australia</nowiki>">AU: S4 (Prescription only)
  • <abbr class="country-name" title="<nowiki>Canada</nowiki>">CA: ℞-only
  • <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
  • <abbr class="country-name" title="<nowiki>United States</nowiki>">US: ℞-only
Pharmacokinetic data
Bioavailability >90%
Protein binding 90%
Metabolism <1%
Elimination half-life</nowiki> 36 hours
Excretion Kidney (glomerular filtration → reabsorption → tubular secretion)
Identifiers
IUPAC name
  • 4-chloro-N-(propylcarbamoyl)benzenesulfonamide
Chemical and physical data
Formula C10H13ClN2O3S
Molar mass 276.74 g·mol−1
3D model (JSmol)
Melting point 126 to 130 °C (259 to 266 °F)
SMILES
  • O=S(=O)(c1ccc(Cl)cc1)NC(=O)NCCC
InChI
  • InChI=1S/C10H13ClN2O3S/c1-2-7-12-10(14)13-17(15,16)9-5-3-8(11)4-6-9/h3-6H,2,7H2,1H3,(H2,12,13,14) checkY
  • Key:RKWGIWYCVPQPMF-UHFFFAOYSA-N checkY
  (verify)

କ୍ଲୋରପ୍ରୋପାମାଇଡ, (ଇଂରାଜୀ ଭାଷାରେ Chlorpropamide), ଡାଇବେନିସ୍ ଏହାର ଏକ ବେପାର ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ବ୍ୟବହୃତ ହୁଏ ।[] ଏହା ଏକ ଦ୍ୱିତୀୟ ଧାଡ଼ି ଚିକିତ୍ସା ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ପେଟରେ ଅସୁବିଧା, ଓଜନ ବୃଦ୍ଧି, ଏବଂ ଅଇ ଲାଗିବା ହୋଇପାରେ ।[] [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଏବଂ ଯକୃତ ସମସ୍ୟା ହୋଇପାରେ ।[] [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ପ୍ରଥମ ପିଢ଼ିରସଲଫୋନିଲୁରିଆ ଏବଂ ଇନସୁଲିନ ନିଷ୍କାସନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[] [] []

୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲୋରପ୍ରୋପାମାଇଡ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ବାଣିଜ୍ୟିକ ବିକ୍ରୟ ବନ୍ଦ ହୋଇଯାଇଛି। []

  1. ୧.୦ ୧.୧ ୧.୨ ୧.୩ "Sulfonylureas, First Generation". Archived from the original on 11 January 2022. Retrieved 4 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Chlorpropamide Monograph for Professionals" Archived 2021-03-04 at the Wayback Machine..
  3. BNF 81: March-September 2021. BMJ Group and the Pharmaceutical Press. 2021. p. 749. ISBN 978-0857114105.
  4. "Drugs@FDA: FDA-Approved Drugs". www.accessdata.fda.gov. Archived from the original on 3 March 2016. Retrieved 4 January 2022.