କ୍ଲୋରପ୍ରୋପାମାଇଡ
ଦେଖଣା
Clinical data | |
---|---|
Pronunciation | klor proe' pa mide[୧] |
Trade names | Diabinese, Glucamide, others |
AHFS/Drugs.com | Monograph Archived 2021-03-04 at the Wayback Machine. |
MedlinePlus | a682479 |
License data |
|
Pregnancy </nowiki> </nowiki>category |
|
Routes of </nowiki> </nowiki>administration |
By mouth |
Drug class | 1st generation sulfonylurea |
Legal status | |
Legal status |
|
Pharmacokinetic data | |
Bioavailability | >90% |
Protein binding | 90% |
Metabolism | <1% |
Elimination half-life</nowiki> | 36 hours |
Excretion | Kidney (glomerular filtration → reabsorption → tubular secretion) |
Identifiers | |
IUPAC name
| |
Chemical and physical data | |
Formula | C10H13ClN2O3S |
Molar mass | 276.74 g·mol−1 |
3D model (JSmol) | |
Melting point | 126 to 130 °C (259 to 266 °F) |
SMILES
| |
InChI
| |
(verify) |
କ୍ଲୋରପ୍ରୋପାମାଇଡ, (ଇଂରାଜୀ ଭାଷାରେ Chlorpropamide), ଡାଇବେନିସ୍ ଏହାର ଏକ ବେପାର ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହା ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ବ୍ୟବହୃତ ହୁଏ ।[୨] ଏହା ଏକ ଦ୍ୱିତୀୟ ଧାଡ଼ି ଚିକିତ୍ସା ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ପେଟରେ ଅସୁବିଧା, ଓଜନ ବୃଦ୍ଧି, ଏବଂ ଅଇ ଲାଗିବା ହୋଇପାରେ ।[୧] [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଏବଂ ଯକୃତ ସମସ୍ୟା ହୋଇପାରେ ।[୧] [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ପ୍ରଥମ ପିଢ଼ିରସଲଫୋନିଲୁରିଆ ଏବଂ ଇନସୁଲିନ ନିଷ୍କାସନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୨] [୧] [୩]
୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲୋରପ୍ରୋପାମାଇଡ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ବାଣିଜ୍ୟିକ ବିକ୍ରୟ ବନ୍ଦ ହୋଇଯାଇଛି। [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Sulfonylureas, First Generation". Archived from the original on 11 January 2022. Retrieved 4 January 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Chlorpropamide Monograph for Professionals" Archived 2021-03-04 at the Wayback Machine..
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 749. ISBN 978-0857114105.
- ↑ "Drugs@FDA: FDA-Approved Drugs". www.accessdata.fda.gov. Archived from the original on 3 March 2016. Retrieved 4 January 2022.