ଚାରୁ ଅସୋପା
ଦେଖଣା
(Charu Asopaରୁ ଲେଉଟି ଆସିଛି)
ଚାରୁ ଅସୋପା | |
---|---|
ଜନ୍ମ | [୧] | ୨୭ ଫେବୃଆରୀ ୧୯୮୬
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ପ୍ରସିଦ୍ଧି |
|
ବୈବାହିକ-ସାଥୀ(s) | ସୋମବୀର ପୂଜାରୀ (୨୦୦୭-୨୦୧୬; ବିବାହ ବିଚ୍ଛେଦ) ରାଜୀବ ସେନ୍ (୨୦୧୯-୨୦୨୩; ବିବାହ ବିଚ୍ଛେଦ) |
ସନ୍ତାନ | ଜିଆନା ସେନ୍ |
ଚାରୁ ଅସୋପା (ଜନ୍ମ: ୨୭ ଫେବୃଆରୀ ୧୯୮୬) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଓ ଭ୍ଲଗର୍ । ସେ ଦେବୋଁ କେ ଦେବ... ମହାଦେବରେ ରାଜକୁମାରୀ ରେବତୀଙ୍କ ଚରିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[୨][୩] ଏହାପରେ ସେ ବାଲବୀରରେ ଅତଖତି ପରୀ, ପ୍ରୀତି ଶ୍ରୀବାସ୍ତବ ଭୂମିକାରେ ମେରେ ଆଙ୍ଗନେ ମେଁ, ଜିଜି ମାରେ ଶ୍ରାବଣୀ, ଏବଂ କୈସା ହୈ ୟେ ରିସ୍ତାରେ ଅଞ୍ଜନା ଭୂମିକାରେ ଅଭିନୟ କରିଛନ୍ତି ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଚାରୁ ଅସୋପା ମୂଳତଃ ରାଜସ୍ଥାନର ବିକାନେରର ବାସିନ୍ଦା । ସେ ପ୍ରଥମେ ୨୦୦୭ ମସିହାରେ ରାଜସ୍ଥାନର ଜଣେ ମାରୱାଡ଼ି ବ୍ୟବସାୟୀଙ୍କୁ ବିବାହ କରିଥିଲେ । ୨୦୧୬ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ୨୦୧୯ ମସିହାରେ ସେ ସୁସ୍ମିତା ସେନଙ୍କ ସାନ ଭାଇ ରାଜୀବ ସେନଙ୍କୁ ବିବାହ କରିଥିଲେ ।[୫] ଏହି ଦମ୍ପତ୍ତିଙ୍କର ଏକ କନ୍ୟା ସନ୍ତାନ ଅଛି । ଜୁନ ୨୦୨୩ରେ, ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୧ | ଇମ୍ପେସେଣ୍ଟ ବିବେକ | ରାଣୀ | ପ୍ରଥମ କଥାଚିତ୍ର |
୨୦୧୭ | କଲ୍ ଫର୍ ଫନ୍ | ସୁଶ୍ | ମୁଖ୍ୟ ନାୟିକା |
୨୦୧୭ | ୟକ୍ | ନନ୍ଦିନୀ | ମୁଖ୍ୟ ନାୟିକା[୬] |
୨୦୨୩ | ଜୋହରି | ମୁଖ୍ୟ ନାୟିକା |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୯–୨୦୧୦ | ଅଗ୍ଲେ ଜନମ୍ ମୋହେ ବିଟିୟା ହି କିଜ୍ଜୋ | ସୁରଭୀ | ମୁଖ୍ୟ ଖଳନାୟିକା |
୨୦୧୦ | ଭାଗ୍ୟବିଧାତା | ପୂର୍ବା ପ୍ରସାଦ | |
୨୦୧୦–୨୦୧୧ | ଯ଼େ ରିସ୍ତା କ୍ୟା କେହଲାତା ହୈ[୭] | ସ୍ନେହା | |
୨୦୧୨–୨୦୧୩ | ବଡ଼େ ଅଚ୍ଛେ ଲଗତେ ହେଁ | ସୌଦାମିନି | |
୨୦୧୨–୨୦୧୫ | ବାଲ୍ ବୀର | ଅତଖିତା ପରି | |
୨୦୧୧–୨୦୧୨ | ଦେବନ୍ କେ ଦେବ...ମହାଦେବ | ରାଜକୁମାରୀ ରେବତୀ | |
୨୦୧୩ | ଛନଛନ୍ | ସିମ୍ପଲ୍ | |
୨୦୧୩ | ବୁଦ୍ଧା | ପ୍ରକୃତି | ରାଜକୁମାର ଆନନ୍ଦଙ୍କ ପ୍ରେମିକା |
୨୦୧୪ | ଲଭ୍ ବାଏ ଚାନ୍ସ | ଚାନ୍ଦନୀ | |
ଦିୟା ଔର୍ ବାତି ହମ୍ | ରୋମା ରେଡ୍ଡୀ[୮] | ||
ମହାରକ୍ଷକ: ଆର୍ଯ୍ୟନ୍ | ସୁପ୍ରିୟା/ବିଷକନ୍ୟା | ||
ଫିର୍ ଜିନେ କି ତମନ୍ନା ହୈ | ମୁଖ୍ୟ ଖଳନାୟିକା | ||
୨୦୧୪–୧୫ | ଲକିରେଁ କିସ୍ମତ୍ କି | ଓକିଲ ଆଶା | |
୨୦୧୫ | ଗୁମ୍ରାଃ: ଏଣ୍ଡ ଅଫ୍ ଇନୋସେନ୍ସ | ||
୨୦୧୫–୨୦୧୭ | ମେରେ ଆଙ୍ଗନେ ମେଁ | ପ୍ରୀତି ରାଘବ ଶ୍ରୀବାସ୍ତବ | |
୨୦୧୫ | ମହାରକ୍ଷକ: ଦେବୀ | ତାନ୍ୟା | |
୨୦୧୬ | ଟସନ୍-ଏ-ଇସ୍କ | ଡ. ପଲ୍ଲବୀ | |
୨୦୧୮ | ଲାଡୋ ୨ | କାଜଲ କୁଲଦିପ ସେଠୀ | |
କୌନ୍ ହେ? | ରାନି | ||
ଜିଜି ମା' | ପିୟାଲି | ||
୨୦୧୯ | କର୍ଣ୍ଣ ସାଙ୍ଗିନୀ | କସ୍ତୁରୀ | |
୨୦୧୯ | ବିକ୍ରମ ବେତାଲ କି ରହସ୍ୟ ଗାଧା | ||
୨୦୨୦ | ଆକବର କା ବାଲ ବୀରବଲ | ତାରାବାଈ | |
୨୦୨୧ | କ୍ୟୁଁ ଉଥେ ଦିଲ୍ ଛୋଡ଼ ଆୟେ | ଜୋହରା ବାଇ | |
୨୦୨୩-ଏବେଯାଏଁ | କେସା ହେଁ ୟେ ରିସ୍ତା ଅନ୍ଜାନା |
ଆଧାର
[ସମ୍ପାଦନା]- ↑ Finally mere sabhi sawalon ke jawaab mil gaye😅 (in ଇଂରାଜୀ). Event occurs at ଛାଞ୍ଚ:Time needed. Retrieved 27 October 2022.
- ↑ "Charu Asopa: I used to stammer as a child". The Times of India. Archived from the original on 18 March 2016. Retrieved 8 March 2016.
- ↑ "Wedding bells for small screen celebrities — The Times of India". The Times of India. 2 December 2014. Archived from the original on 16 April 2016. Retrieved 28 March 2016.
- ↑ ୪.୦ ୪.୧ "Charu Asopa and Rajeev Sen reunite months after announcing divorce: 'Decided to keep our marriage for good'". Hindustan Times (in ଇଂରାଜୀ). 1 September 2022. Retrieved 6 October 2022.
- ↑ "Unseen Pictures From Sushmita Sen's Brother Rajeev And Charu Asopa's Wedding". The Times of India. 22 June 2019. Archived from the original on 24 June 2019. Retrieved 10 August 2019.
- ↑ grinellj (14 September 2017). "Charu Asopa: My character in Yolk was difficult to play". Urban Asian (in ଆମେରିକୀୟ ଇଂରାଜୀ). Retrieved 13 June 2023.
- ↑ "Charu Asopa shares picture with Shivangi Joshi and Rajan Shahi; thank him for giving her the first break with Yeh Rishta". The Times of India. Archived from the original on 2 April 2020.
- ↑ "Charu Asopa to enter Diya Aur Baat Hum". The Times of India. Archived from the original on 12 October 2020. Retrieved 15 August 2019.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚାରୁ ଅସୋପା