ଚାରୁ ଅସୋପା

ଉଇକିପିଡ଼ିଆ‌ରୁ
ଚାରୁ ଅସୋପା
ଜନ୍ମ (1986-02-27) ୨୭ ଫେବୃଆରୀ ୧୯୮୬ (ବୟସ ୩୮)[୧]
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ
ପ୍ରସିଦ୍ଧି
  • ବାଲ୍‌ବୀର୍
  • ମେରେ ଆଙ୍ଗନେ ମେଁ
ବୈବାହିକ-ସାଥୀ(s)ସୋମବୀର ପୂଜାରୀ (୨୦୦୭-୨୦୧୬; ବିବାହ ବିଚ୍ଛେଦ)
ରାଜୀବ ସେନ୍ (୨୦୧୯-୨୦୨୩; ବିବାହ ବିଚ୍ଛେଦ)
ସନ୍ତାନଜିଆନା ସେନ୍

ଚାରୁ ଅସୋପା (ଜନ୍ମ: ୨୭ ଫେବୃଆରୀ ୧୯୮୬) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଓ ଭ୍ଲଗର୍ । ସେ ଦେବୋଁ କେ ଦେବ... ମହାଦେବରେ ରାଜକୁମାରୀ ରେବତୀଙ୍କ ଚରିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[୨][୩] ଏହାପରେ ସେ ବାଲବୀରରେ ଅତଖତି ପରୀ, ପ୍ରୀତି ଶ୍ରୀବାସ୍ତବ ଭୂମିକାରେ ମେରେ ଆଙ୍ଗନେ ମେଁ, ଜିଜି ମାରେ ଶ୍ରାବଣୀ, ଏବଂ କୈସା ହୈ ୟେ ରିସ୍ତାରେ ଅଞ୍ଜନା ଭୂମିକାରେ ଅଭିନୟ କରିଛନ୍ତି ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଚାରୁ ଅସୋପା ମୂଳତଃ ରାଜସ୍ଥାନର ବିକାନେରର ବାସିନ୍ଦା । ସେ ପ୍ରଥମେ ୨୦୦୭ ମସିହାରେ ରାଜସ୍ଥାନର ଜଣେ ମାରୱାଡ଼ି ବ୍ୟବସାୟୀଙ୍କୁ ବିବାହ କରିଥିଲେ । ୨୦୧୬ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ୨୦୧୯ ମସିହାରେ ସେ ସୁସ୍ମିତା ସେନଙ୍କ ସାନ ଭାଇ ରାଜୀବ ସେନଙ୍କୁ ବିବାହ କରିଥିଲେ ।[୫] ଏହି ଦମ୍ପତ୍ତିଙ୍କର ଏକ କନ୍ୟା ସନ୍ତାନ ଅଛି । ଜୁନ ୨୦୨୩ରେ, ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ଇମ୍‌ପେସେଣ୍ଟ ବିବେକ ରାଣୀ ପ୍ରଥମ କଥାଚିତ୍ର
୨୦୧୭ କଲ୍ ଫର୍ ଫନ୍ ସୁଶ୍ ମୁଖ୍ୟ ନାୟିକା
୨୦୧୭ ୟକ୍ ନନ୍ଦିନୀ ମୁଖ୍ୟ ନାୟିକା[୬]
୨୦୨୩ ଜୋହରି ମୁଖ୍ୟ ନାୟିକା

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୨୦୦୯–୨୦୧୦ ଅଗ୍ଲେ ଜନମ୍ ମୋହେ ବିଟିୟା ହି କିଜ୍ଜୋ ସୁରଭୀ ମୁଖ୍ୟ ଖଳନାୟିକା
୨୦୧୦ ଭାଗ୍ୟବିଧାତା ପୂର୍ବା ପ୍ରସାଦ
୨୦୧୦–୨୦୧୧ ଯ଼େ ରିସ୍ତା କ୍ୟା କେହଲାତା ହୈ[୭] ସ୍ନେହା
୨୦୧୨–୨୦୧୩ ବଡ଼େ ଅଚ୍ଛେ ଲଗତେ ହେଁ ସୌଦାମିନି
୨୦୧୨–୨୦୧୫ ବାଲ୍ ବୀର ଅତଖିତା ପରି
୨୦୧୧–୨୦୧୨ ଦେବନ୍ କେ ଦେବ...ମହାଦେବ ରାଜକୁମାରୀ ରେବତୀ
୨୦୧୩ ଛନଛନ୍ ସିମ୍ପଲ୍
୨୦୧୩ ବୁଦ୍ଧା ପ୍ରକୃତି ରାଜକୁମାର ଆନନ୍ଦଙ୍କ ପ୍ରେମିକା
୨୦୧୪ ଲଭ୍ ବାଏ ଚାନ୍ସ ଚାନ୍ଦନୀ
ଦିୟା ଔର୍ ବାତି ହମ୍‌ ରୋମା ରେଡ୍ଡୀ[୮]
ମହାରକ୍ଷକ: ଆର୍ଯ୍ୟନ୍ ସୁପ୍ରିୟା/ବିଷକନ୍ୟା
ଫିର୍ ଜିନେ କି ତମନ୍ନା ହୈ ମୁଖ୍ୟ ଖଳନାୟିକା
୨୦୧୪–୧୫ ଲକିରେଁ କିସ୍ମତ୍ କି ଓକିଲ ଆଶା
୨୦୧୫ ଗୁମ୍‌ରାଃ: ଏଣ୍ଡ ଅଫ୍ ଇନୋସେନ୍ସ
୨୦୧୫–୨୦୧୭ ମେରେ ଆଙ୍ଗନେ ମେଁ ପ୍ରୀତି ରାଘବ ଶ୍ରୀବାସ୍ତବ
୨୦୧୫ ମହାରକ୍ଷକ: ଦେବୀ ତାନ୍ୟା
୨୦୧୬ ଟସନ୍-ଏ-ଇସ୍କ ଡ. ପଲ୍ଲବୀ
୨୦୧୮ ଲାଡୋ ୨ କାଜଲ କୁଲଦିପ ସେଠୀ
କୌନ୍ ହେ? ରାନି
ଜିଜି ମା' ପିୟାଲି
୨୦୧୯ କର୍ଣ୍ଣ ସାଙ୍ଗିନୀ କସ୍ତୁରୀ
୨୦୧୯ ବିକ୍ରମ ବେତାଲ କି ରହସ୍ୟ ଗାଧା
୨୦୨୦ ଆକବର କା ବାଲ ବୀରବଲ ତାରାବାଈ
୨୦୨୧ କ୍ୟୁଁ ଉଥେ ଦିଲ୍ ଛୋଡ଼ ଆୟେ ଜୋହରା ବାଇ
୨୦୨୩-ଏବେଯାଏଁ କେସା ହେଁ ୟେ ରିସ୍ତା ଅନ୍‌ଜାନା

ଆଧାର[ସମ୍ପାଦନା]

  1. Finally mere sabhi sawalon ke jawaab mil gaye😅 (in ଇଂରାଜୀ). Event occurs at ଛାଞ୍ଚ:Time needed. Retrieved 27 October 2022.
  2. "Charu Asopa: I used to stammer as a child". The Times of India. Archived from the original on 18 March 2016. Retrieved 8 March 2016.
  3. "Wedding bells for small screen celebrities — The Times of India". The Times of India. 2 December 2014. Archived from the original on 16 April 2016. Retrieved 28 March 2016.
  4. ୪.୦ ୪.୧ "Charu Asopa and Rajeev Sen reunite months after announcing divorce: 'Decided to keep our marriage for good'". Hindustan Times (in ଇଂରାଜୀ). 1 September 2022. Retrieved 6 October 2022.
  5. "Unseen Pictures From Sushmita Sen's Brother Rajeev And Charu Asopa's Wedding". The Times of India. 22 June 2019. Archived from the original on 24 June 2019. Retrieved 10 August 2019.
  6. grinellj (14 September 2017). "Charu Asopa: My character in Yolk was difficult to play". Urban Asian (in ଆମେରିକୀୟ ଇଂରାଜୀ). Retrieved 13 June 2023.
  7. "Charu Asopa shares picture with Shivangi Joshi and Rajan Shahi; thank him for giving her the first break with Yeh Rishta". The Times of India. Archived from the original on 2 April 2020.
  8. "Charu Asopa to enter Diya Aur Baat Hum". The Times of India. Archived from the original on 12 October 2020. Retrieved 15 August 2019.

ବାହାର ଲିଙ୍କ୍[ସମ୍ପାଦନା]