ଚନ୍ଦ୍ରଶେଖର ନନ୍ଦ
(Chandrasekhar Nandaରୁ ଲେଉଟି ଆସିଛି)
ଚନ୍ଦ୍ରଶେଖର ନନ୍ଦ | |
---|---|
ଜନ୍ମ | ଚନ୍ଦ୍ରଶେଖର ନନ୍ଦ ୧୮୬୮ |
ମୃତ୍ୟୁ | ୧୯୩୨ |
ଜାତୀୟତା | ![]() |
ପୁରାତନ ଛାତ୍ର | କଟକ ଟାଉନ ସ୍କୁଲ, ରେଭେନ୍ସା କଲିଜିଏଟ ସ୍କୁଲ |
ଜଣାଶୁଣା | ସାହିତ୍ୟିକ |
ଚନ୍ଦ୍ରଶେଖର ନନ୍ଦ (୧୮୬୮-୧୯୩୨) ଜଣେ ଓଡ଼ିଆ ଗାଳ୍ପିକ ।[୧] ତାଙ୍କ ଗଳ୍ପପୁସ୍ତକ ଚିତ୍ରକୁ ପ୍ରଥମ ଓଡ଼ିଆ ଗଳ୍ପ ବହିର ମାନ୍ୟତା ଦିଆଯାଏ । ଗଳ୍ପ ବ୍ୟତିତ ସେ ଓଡ଼ିଆ ସାହିତ୍ୟର ଅନ୍ୟ ବିଭବ ଯଥା ପ୍ରବନ୍ଧ, ଉପନ୍ୟାସ, କବିତାରେ ମଧ୍ୟ ଲେଖନି ଚାଳନା କରିଥିଲେ । ସେ ଅନେକ ପାଠ୍ୟ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ଫକୀର ମୋହନ ସେନାପତି ଓ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମସାମୟିକ ଥିଲେ ।[୨]
ସାହିତ୍ୟିକ କୃତି[ସମ୍ପାଦନା]
ଗଳ୍ପ[ସମ୍ପାଦନା]
- ଚିତ୍ର (ପ୍ରଥମ ଓଡ଼ିଆ ଗଳ୍ପ ସଂକଳନ)
- ସୌଦାମିନୀ (ତାଙ୍କର ପ୍ରଥମ ଗଳ୍ପ)
- ଗୋଟିଏ ଚିତ୍ର
- ଜଗୁ ଚୌକିଦାର
- ଗଦା ଡକାୟତ
- ମା ମୁଁ ଜମା ଏଥିରେ ହାତ ଦେଇନି
- ପ୍ରତିଶୋଧ
- ଭୀଲ ବାଳକ
- ବାସୀ କ୍ଷୀର ପିଠା
- କଲ୍ୟାଣୀ
- ସହମରଣ
- ତେନ୍ତୁଳିଆ ପର
- ସତ୍ୟକାମ ଜାବାଳ
- ସତୀବଟ
- ନଚିକେତା
- ଆହତ ପକ୍ଷୀ
- ଚଷା ବୃଦ୍ଧି ବଳି ପଡ଼ିଲା
- ମହାରାଣୀ ନିଳାମ୍ବରୀ
- ବିଲ ଲକ୍ଷେଶ୍ୱର
- ରଜ ପୋଡ଼ପିଠା
- ଶୋଭା ସିଂହ ଓ କୃଷ୍ଣା କୁମାରୀ
- ଦୁଇ ଭାଇ
ପ୍ରବନ୍ଧ[ସମ୍ପାଦନା]
- ପ୍ରଭାତ ( ୧୯୦୫ )
- ସାହିତ୍ୟ ( ୧୯୦୭ )
କବିତା[ସମ୍ପାଦନା]
- ଅର୍ଚ୍ଚନା
ଉପନ୍ୟାସ[ସମ୍ପାଦନା]
- ସତୀ ଓ ଶାନ୍ତି
- ରାମାୟଣ କଥା
ପାଠ୍ୟ ପୁସ୍ତକ[ସମ୍ପାଦନା]
- ନୂଆ ଅଙ୍କ
- ନୂଆ ଶିଶୁଗୀତ
- ନୂଆ ବର୍ଣ୍ଣବୋଧ
- ନୂଆ ସଚିତ୍ର ବର୍ଣ୍ଣମାଳା
- ୱାର୍ଡ଼ବୁକ[୩]
ଆଧାର[ସମ୍ପାଦନା]
- ↑ Sisir Kumar Das (1995). A History of Indian Literature: Struggle for freedom, triumph and tragedy. 1911-1956. Sahitya Akademi. ISBN 978-81-7901-798-2.
- ↑ Orissa (India).; N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
- ↑ ନନ୍ଦ, ଡ. ଫଣୀନ୍ଦ୍ର ଭୂଷଣ. "ଚିତ୍ର:ପ୍ରଥମ ଓଡ଼ିଆ ଗଳ୍ପ ବହି". dharitriepaper.in. Retrieved 4 February 2021.