ଚନ୍ଦ୍ରଶେଖର ନନ୍ଦ

ଉଇକିପିଡ଼ିଆ‌ରୁ
ଚନ୍ଦ୍ରଶେଖର ନନ୍ଦ
ଜନ୍ମ
ଚନ୍ଦ୍ରଶେଖର ନନ୍ଦ

୧୮୬୮
ମୃତ୍ୟୁ୧୯୩୨
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନକଟକ ଟାଉନ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ
ପ୍ରସିଦ୍ଧିସାହିତ୍ୟିକ

ଚନ୍ଦ୍ରଶେଖର ନନ୍ଦ (୧୮୬୮-୧୯୩୨) ଜଣେ ଓଡ଼ିଆ ଗାଳ୍ପିକ ।[୧] ତାଙ୍କ ଗଳ୍ପପୁସ୍ତକ ଚିତ୍ରକୁ ପ୍ରଥମ ଓଡ଼ିଆ ଗଳ୍ପ ବହିର ମାନ୍ୟତା ଦିଆଯାଏ । ଗଳ୍ପ ବ୍ୟତିତ ସେ ଓଡ଼ିଆ ସାହିତ୍ୟର ଅନ୍ୟ ବିଭବ ଯଥା ପ୍ରବନ୍ଧ, ଉପନ୍ୟାସ, କବିତାରେ ମଧ୍ୟ ଲେଖନି ଚାଳନା କରିଥିଲେ । ସେ ଅନେକ ପାଠ୍ୟ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମସାମୟିକ ଥିଲେ ।[୨]

ସାହିତ୍ୟିକ କୃତି[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ଚିତ୍ର (ପ୍ରଥମ ଓଡ଼ିଆ ଗଳ୍ପ ସଂକଳନ-୧୯୦୬)
  • ସୌଦାମିନୀ (ତାଙ୍କର ପ୍ରଥମ ଗଳ୍ପ-୧୯୦୧)
  • ଗୋଟିଏ ଚିତ୍ର(୧୯୦୫)
  • ଜଗୁ ଚୌକିଦାର(୧୯୦୫)
  • ଗଦା ଡକାୟତ(୧୯୦୬)
  • ମା ମୁଁ ଜମାଏଥିରେ ହାତଦେଇନି(୧୯୦୬)
  • ଛୋଟ ରାମଦାସ (୧୯୦୬)
  • ପ୍ରତିଶୋଧ(୧୯୦୭)
  • ଭୀଲ ବାଳକ(୧୯୦୭)
  • ବାସୀ କ୍ଷୀରୀପିଠା(୧୯୧୩)
  • କଲ୍ୟାଣୀ(୧୯୧୪)
  • ସହମରଣ(୧୯୧୪)
  • ତେନ୍ତୁଳିଆ ପୀର(୧୯୧୪)
  • ସତ୍ୟକାମ ଜାବାଳ(୧୯୧୫)
  • ସତୀବଟ(୧୯୧୫)
  • ନଚିକେତା(୧୯୧୫)
  • ଦୁଇଭାଇ (୧୯୧୫)
  • ଆହତ ପକ୍ଷୀ(୧୯୧୬)
  • ଚଷାବୁଦ୍ଧି ବଳିପଡ଼ିଲା(୧୯୧୬)
  • ମହାରାଣୀ ନିଳାମ୍ବରୀ
  • ବିଲ ଲକ୍ଷେଶ୍ୱର
  • ରଜ ପୋଡ଼ପିଠା(୧୯୧୬)
  • ଶୋଭା ସିଂହ ଓ କୃଷ୍ଣା କୁମାରୀ(୧୯୧୬)

ପ୍ରବନ୍ଧ[ସମ୍ପାଦନା]

  • ସାହିତ୍ୟରେ କ୍ଷୁଦ୍ରଗଳ୍ପ(ତାଙ୍କ ପ୍ରଥମପ୍ରବନ୍ଧ-୧୯୦୪)
  • ପ୍ରଭାତ ( ୧୯୦୫ )
  • ସାହିତ୍ୟ ( ୧୯୦୭ )

କବିତା[ସମ୍ପାଦନା]

  • ଅର୍ଚ୍ଚନା

ଉପନ୍ୟାସ[ସମ୍ପାଦନା]

  • ସତୀ ଓ ଶାନ୍ତି
  • ରାମାୟଣ କଥା

ପାଠ୍ୟ ପୁସ୍ତକ[ସମ୍ପାଦନା]

  • ନୂଆ ଅଙ୍କ
  • ନୂଆ ଶିଶୁଗୀତ
  • ନୂଆ ବର୍ଣ୍ଣବୋଧ
  • ନୂଆ ସଚିତ୍ର ବର୍ଣ୍ଣମାଳା
  • ୱାର୍ଡ଼ବୁକ[୩]

ଆଧାର[ସମ୍ପାଦନା]

  1. Sisir Kumar Das (1995). A History of Indian Literature: Struggle for freedom, triumph and tragedy. 1911-1956. Sahitya Akademi. ISBN 978-81-7901-798-2.
  2. Orissa (India).; N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
  3. ନନ୍ଦ, ଡ. ଫଣୀନ୍ଦ୍ର ଭୂଷଣ. "ଚିତ୍ର:ପ୍ରଥମ ଓଡ଼ିଆ ଗଳ୍ପ ବହି". dharitriepaper.in. Retrieved 4 February 2021.