Jump to content

ଚନ୍ଦ୍ରଶେଖର ମାଝି

ଉଇକିପିଡ଼ିଆ‌ରୁ
(Chandra Sekhar Majhiରୁ ଲେଉଟି ଆସିଛି)
ଚନ୍ଦ୍ରଶେଖର ମାଝି
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪  ୨୦୧୯
ପୂର୍ବ ଅଧିକାରୀବାସୁଦେବ ମାଝି
ପର ଅଧିକାରୀପଦ୍ମିନୀ ଦିଆନ
ନିର୍ବାଚନ ମଣ୍ଡଳୀକୋଟପାଡ଼
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ଚନ୍ଦ୍ରଶେଖର ମାଝି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଚନ୍ଦ୍ରଶେଖର ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[] ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୨୧ ମସିହାର ସେପ୍ଟେମ୍ବର ମାସରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[]

  1. 1 2 "Shri Chandra Sekhar Majhi". odishaassembly.nic.in. Odisha Assembly. Retrieved 3 March 2022.
  2. "ବିଜେଡିରେ ସାମିଲ ହେଲେ ଲକ୍ଷ୍ମୀପୁରର ପୁର୍ବତନ ବିଧାୟକ କୈଳାଶ କୁଲେସିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 20 October 2021. Archived from the original on 3 March 2022. Retrieved 3 March 2022.
  3. "କୋରାପୁଟ ଜିଲ୍ଲାରେ ଦୁର୍ବଳ ହେଉଛି କି କଂଗ୍ରେସ ? ବିଜେଡିରେ ଯୋଗ ଦେଲେ ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି । ପ୍ରଦୀପ ମାଝିଙ୍କୁ ନେଇ ବଢ଼ିଲା ଚର୍ଚ୍ଚା । | Kanak News". 15 September 2021. Archived from the original on 3 March 2022. Retrieved 3 March 2022.