ଚାମର
ଦେଖଣା
(Chamarରୁ ଲେଉଟି ଆସିଛି)
ଚାମର, ଭଗବାନଙ୍କ ପୂଜାରେ ବ୍ୟବହାର ହେଉଥିବା ଏକ ସଜ । ଶ୍ରୀମନ୍ଦିରରେ ଠାକୁରଙ୍କ ତିନି ଧୂପ ସମୟରେ ଚାମର ସେବାର ବିଶିଷ୍ଟ ମହତ୍ତ୍ୱ ରହିଛି । ଏହା ଦେବତାମାନଙ୍କର ପୂଜା ବ୍ୟତୀତ ରାଜାମହାରାଜା ମାନଙ୍କ ନିକଟରେ ମଧ୍ୟ ବ୍ୟବହୃତ ହେଉଥିଲା ।[୧]
ପୁରୀର ମଠମାନଙ୍କଦ୍ୱାରା ଚାମର ସେବା
[ସମ୍ପାଦନା]ନିମ୍ନଲିଖିତ ମଠମାନଙ୍କଦ୍ୱାରା ଜଗନ୍ନାଥ ମନ୍ଦିରରେ ଚାରମ ସେବା ପ୍ରଦାନର ଅଧିକାର ଅଛି ।[୨]
ଏବେ ସେବା ପ୍ରଦାନ କରୁଥିବା ମଠ
[ସମ୍ପାଦନା]ଏବେ ସେବା ପ୍ରଦାନ କରୁନଥିବା ମଠ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ଚାମର/ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. 1932. Retrieved 27 June 2023.
- ↑ ମହୀ ମୋହନ ତ୍ରିପାଠୀ (November 2014). ଶ୍ରୀ ଜଗନ୍ନାଥ (in ଓଡ଼ିଆ) (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୭୭. Retrieved 27 June 2023.
{{cite book}}
: CS1 maint: unrecognized language (link)